Deendayal Gupta / ଅନ୍ତଃବସ୍ତ୍ରକୁ ଦେଲେ 'ଡଲାର'ର ନାଁ; ସଲମାନ-ଅକ୍ଷୟଙ୍କୁ ନେଇ କଲେ ପ୍ରଚାର, ଚାଲିଗଲେ ଦୀନଦୟାଲ
·4 months ago·3 min read

Key Points
ଅନ୍ତଃବସ୍ତ୍ରକୁ ନେଇ ଆରମ୍ଭ କରିଥିଲେ ବ୍ୟବସାୟ
ପ୍ରଚାର ପାଇଁ ବଡ଼ ବଡ଼ ସେଲିବ୍ରିଟିଙ୍କୁ ଡାକିଲେ
ଆଉ ଏମିତି ହେଲେ ୧୭୦୦ କୋଟିର ମାଲିକ
ପ୍ରଚାର ପାଇଁ ବଡ଼ ବଡ଼ ସେଲିବ୍ରିଟିଙ୍କୁ ଡାକିଲେ
ଆଉ ଏମିତି ହେଲେ ୧୭୦୦ କୋଟିର ମାଲିକ
ସଲମାନ ଖାନଙ୍କଠୁ ନେଇ ଅକ୍ଷୟ କୁମାର, ପୁଣି ସୈଫ ଅଲ୍ଲୀ ଖାନଙ୍କଠୁ ନେଇ ୟାମି ଗୌତମଙ୍କ ପରି ବଡ଼ ବଡ଼ ସେଲିବ୍ରିଟି ଥିଲେ ସେହି କମ୍ପାନୀର ବ୍ରାଣ୍ଡ ଆମ୍ଵାସାଡାର । ଅନ୍ତଃବସ୍ତ୍ର ବ୍ୟବସାୟ କରୁଥିବା ଏହି କମ୍ପାନୀର ନାଁ ରଖାଯାଇଥିଲା 'ଡଲାର' । ଏହି ବ୍ୟବସାୟ କରି ୧୭୦୦ କୋଟିର ମାଲିକ ହୋଇଥିବା ତଥା କମ୍ପାନୀର ପ୍ରତିଷ୍ଠାତା ଦୀନଦୟାଲ ଗୁପ୍ତାଙ୍କ ଶନିବାର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିବାବେଳେ ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ବହୁ ଦିନ ଧରି ପୀଡ଼ିତ ଥିଲେ । ବ୍ୟବସାୟ ପାଇଁ ଘର ଛାଡ଼ି ଅନ୍ୟ ସହରରେ ତୋଳିଥିଲେ ନିଜ ସାମ୍ରାଜ୍ୟ । ଆଉ ତାଙ୍କ ସେହି ବ୍ୟବସାୟରେ ଏବେ ତିନି ପିଢି ନିର୍ଭରଶୀଳ ।
ଡଲାର ଇଣ୍ଡଷ୍ଟ୍ରିଜର ମୁଖ୍ୟ ଦୀନଦୟାଲ ଗୁପ୍ତା ନିଜ ପତ୍ନୀ, ୪ ପୁଅ-ବୋହୂ ଓ ନାତି ନାତୁଣୀଙ୍କ ସହ ରହୁଥିଲେ । ପ୍ରାୟ ୫୪ ବର୍ଷ ପୂର୍ବେ ସେ ଡଲାର ଇଣ୍ଡଷ୍ଟ୍ରିଜର ମୂଳଦୁଆ ପକାଇଥିଲେ, ସେତେବେଳେ ଏହି କମ୍ପାନୀ 'ଭବାନୀ ଟେକ୍ସଟାଇଲ୍' ଭାବେ ଜଣାଶୁଣା ଥିଲା । ଆଜି ସେହି କମ୍ପାନୀର ମୂଲ୍ୟ ୧୭୦୦ କୋଟି ଟଙ୍କାରୁ ଅଧିକ ରହିଛି । ଆଉ ଏହି ବ୍ରାଣ୍ଡର ସବୁଠୁ ଲୋକପ୍ରିୟ ଟ୍ୟାଗଲାଇନ୍ 'ଫିଟ୍ ହେ ବସ୍' ଘରେ ଘରେ ଆଦୃତ ଲାଭ କରିଛି ।

- ହରିୟାଣାରେ ଜନ୍ମ ନେଇଥିଲେ ଦୀନଦୟାଲ
- ୧୯୭୨ରେ ଖୋଲିଲେ ନିଜ କମ୍ପାନୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- 'ଫିଟ୍ ହେ ବସ୍' କଲା କମାଲ୍
ପଢନ୍ତୁ ଏହି ଖବର: ନିଷ୍ଠା ହେବ ତ ଏମିତି; ୩୫ ଥର ଫେଲ୍ ପରେ ପୂରା କଲେ IAS ସ୍ଵପ୍ନ
କମ୍ପାନୀର ବିଜ୍ଞାପନରେ ଅକ୍ଷୟ କୁମାର, ସଲମାନ ଖାନ, ସୈଫ ଅଲ୍ଲୀ ଖାନ ଏବଂ ମହେଶ ବାବୁଙ୍କ ଭଳି ଷ୍ଟାରମାନେ ଦେଖା ଦେଇଥିଲେ । କମ୍ପାନୀ "ଫିଟ୍ ହେ ବସ୍" ଟ୍ୟାଗଲାଇନ୍ ଗ୍ରହଣ କରିଥିଲା ଏବଂ ଏହା ଲୋକପ୍ରିୟ ହୋଇଥିଲା । ଡଲାରର ଅନ୍ତଃବସ୍ତ୍ର, ଭିତର ପୋଷାକ ଉଭୟ ପୁରୁଷ ଏବଂ ମହିଳାମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା । ସମୟ ସହିତ କମ୍ପାନୀ ପୂରା ପରିବାର ପାଇଁ ଅନ୍ତଃବସ୍ତ୍ର ଯେପରିକି ଡଲାର ମ୍ୟାନ୍, ଡଲାର ମହିଳା, ଡଲାର କିଡ୍ସ ଏବଂ ମିସି (ମହିଳାମାନଙ୍କ ଅନ୍ତଃବସ୍ତ୍ର) ଭଳି ବ୍ରାଣ୍ଡ ସହିତ କମ୍ପାନୀର ପୋର୍ଟଫୋଲିଓକୁ ବିସ୍ତାର କରିଥିଲା । ୨୦୧୪ ମସିହାରୁ ପରିବାରର ତୃତୀୟ ପିଢ଼ି ତଥା ଦୀନଦୟାଲଙ୍କ ନାତି ନାତୁଣୀ ପରିବାର ସହିତ ଯୋଡ଼ି ହୋଇ ବ୍ୟବସାୟକୁ ଆଗକୁ ବଢାଇଥିଲେ ।
- କେତେ ସମ୍ପତ୍ତି ଛାଡ଼ିଗଲେ ଦୀନଦୟାଲ ?
Related Topics
Explore more stories