Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କଂଗ୍ରେସ ଉପରେ ବର୍ଷିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

Jitendra Dash
Browse all articles by Jitendra Dash
·2 years ago
କଂଗ୍ରେସ ଉପରେ ବର୍ଷିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ଅର୍ଗସ ବ୍ୟୁରୋ : କଂଗ୍ରେସ ଉପରେ ବର୍ଷିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଉତରାଖଣ୍ଡ ରାଲିକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି ଯେ ଯେଉଁଭଳି ଦୁନିଆରୁ ଡାଇନୋସର ଲୋପ ପାଇଛି ସେହିଭଳି ଦିନେ କଂଗ୍ରେସ ଲୋପ ପାଇବ । ଏଥିସହ ଦଳର ନେତାଙ୍କୁ ରିୟଲଟି ଶୋ ବିଗ ବସର ପ୍ରତିଯୋଗୀଙ୍କୁ ତୁଳନା କରି କଟାକ୍ଷ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । 

ଅଧିକ ପଢନ୍ତୁ ଭାରତ ଖବର

ରାଜନାଥ କହିଛନ୍ତି, ଯେଉଁଭଳିଭାବେ ବିଗବସରେ ପ୍ରତିଯୋଗୀ ନିଜ ବୟାନରେ ପରସ୍ପର ଉପରେ କାଦୁଅ ଫିଙ୍ଗନ୍ତି, ପୋଷାକ ଚିରିବା ଭଳି ଆଚରଣ କରନ୍ତି ସେହିଭଳି କିଛି ଚାଲିଛି କଂଗ୍ରେସ ଦଳରେ । ୨୦୨୪ରେ ଦଳର ସ୍ଥିତି ଡାଇନୋସୋର ପରି ହୋଇପାରେ । ଏଥିସହ କଂଗ୍ରେସ ସମୟରେ ଦେଶରେ ସବୁଠୁ ଅଧିକ ଦୁର୍ନୀତି ହୋଇଥିବା ରାଲିରେ କହିଛନ୍ତି ରାଜନାଥ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Defence Minister Rajnath Singh predicts decline of Congress party, likens it to dinosaur extinction | Argus News