Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଯବାନଙ୍କ ସହ ହୋଲି ଖେଳିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

Swayangprajna Mishra
Browse all articles by Swayangprajna Mishra
·2 years ago
ଯବାନଙ୍କ ସହ ହୋଲି ଖେଳିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ଅର୍ଗସ ବ୍ୟୁରୋ : ଯବାନଙ୍କ ସହ ହୋଲି ଖେଳିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ରାଜନାଥ ସିଂ ଲେହ ମିଲିଟାରୀ ଷ୍ଟେସନ ଯାଇ ଯବାନଙ୍କ ସହ ମିଶିଥିଲେ । ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ କପାଳରେ ତିଲକ ଲଗାଇଥିଲେ ।

ଅଧିକ ପଢନ୍ତୁ ଭାରତ ଖବର

 ପ୍ରତିରକ୍ଷା ମନ୍ତ୍ରୀ ସିଆଚୀନରେ ଯବାନଙ୍କ ସହ ହୋଲି ମନାଇବା ପାଇଁ ସ୍ଥିର କରାଯାଇଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁଁ ବାତିଲ କରାଯାଇଥିଲା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Defense Minister Rajnath Singh played Holi with soilders | Argus News