|
logo
Live

Argus News - Delhi Election Results: ଆରମ୍ଭରୁ ଆଗୁଆ ବିଜେପି, ପଛରେ ପଡ଼ିଲେ ଆପ୍ ଓ କଂଗ୍ରେସ

National

Delhi Election Results: ଆରମ୍ଭରୁ ଆଗୁଆ ବିଜେପି, ପଛରେ ପଡ଼ିଲେ ଆପ୍ ଓ କଂଗ୍ରେସ

Sushanta Sahoo
Browse all articles by Sushanta Sahoo
·1 year ago·1 min read
Delhi Election Results: ଆରମ୍ଭରୁ ଆଗୁଆ ବିଜେପି, ପଛରେ ପଡ଼ିଲେ ଆପ୍ ଓ କଂଗ୍ରେସ

Key Points

ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ୫ଟି ଆସନରେ ଆଗୁଆ ରହିଥିବା ବେଳେ ଆପ୍ ୨ଟି ଓ କଂଗ୍ରେସ ଗୋଟିଏ ସିଟରେ ଆଗୁଆ ରହିଛି । ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ଲାଗି ମତଦାନ ହୋଇଥିଲା । ୬୦.୫୪ ପ୍ରତିଶତ ମତଦାତା ଭୋଟ୍ ଦେଇଥିଲେ ।

ନୂଆଦିଲ୍ଲୀ: ସକାଳ ୮ଟାରୁ ଦିଲ୍ଲୀ ବିଧାନସଭା ଭୋଟ୍ ଗଣତି ଆରମ୍ଭ ହୋଇଛି । ଦିଲ୍ଲୀର ସମସ୍ତ ୭୦ ଆସନରେ ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣତି କରାଯାଉଛି । ଏହା ପରେ ଆରମ୍ଭ ହେବ ଇଭିଏମ୍ ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ ରହିଛି ।

ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ୫ଟି ଆସନରେ ଆଗୁଆ ରହିଥିବା ବେଳେ ଆପ୍ ୨ଟି ଓ କଂଗ୍ରେସ ଗୋଟିଏ ସିଟରେ ଆଗୁଆ ରହିଛି । ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ଲାଗି ମତଦାନ ହୋଇଥିଲା । ୬୦.୫୪ ପ୍ରତିଶତ ମତଦାତା ଭୋଟ୍ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସୁଥିବା ଟ୍ରେଣ୍ଡ ଅନୁସାରେ, ନୂଆଦିଲ୍ଲୀ ଆସନରୁ ଅରବିନ୍ଦ୍ର କେଜ୍ରିୱାଲ, ଜଙ୍ଗପୁରାରୁ ମନୀଷ ସିସୋଦିଆ ଓ କାଲକାଜୀରୁ ଆତିଶୀ ପଛୁଆ ଅଛନ୍ତି । ସେହିଭଳି ପଟପଡ଼ଗଞ୍ଜରୁ ଅବଧ ଓଝା ପଛୁଆ ରହିଛନ୍ତି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଢ଼ିବା ପାଇଁ ୩୬ ଆସନର ଆବଶ୍ୟକ । ତେବେ ବିଭିନ୍ନ ଏକଜିଟ୍ ପୋଲ ଆକଳନ ଅନୁସାରେ, ଏଥର ବିଜେପି ଦିଲ୍ଲୀରେ ସରକାର ଗଢ଼ିବ ।

Sponsored
Delhi Election Results: ଆରମ୍ଭରୁ ଆଗୁଆ ବିଜେପି, ପଛରେ ପଡ଼ିଲେ ଆପ୍ ଓ କଂଗ୍ରେସ | Argus News