BJP March / ‘ଗଣତନ୍ତ୍ର ବଞ୍ଚାଅ ଅରାଜକତା ହଟାଅ’ ପଦଯାତ୍ରାରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ଓ ରାହୁଲଙ୍କୁ କଲେ ଟାର୍ଗେଟ
·1 hour ago·1 min read

Key Points
ରାଜନୈତିକ ଅରାଜକତା ବିରୋଧରେ ଗର୍ଜିଲେ ସମ୍ବଲପୁର ସାଂସଦ
ଗଣତନ୍ତ୍ରର ସୁରକ୍ଷା ଓ ସମ୍ବିଧାନର ମର୍ଯ୍ୟାଦା ରକ୍ଷା ପାଇଁ କାର୍ଯ୍ୟକ୍ରମ
ପଦଯାତ୍ରାରେ ଦଳୀୟ କର୍ମୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବୋଧନ
`ଦେଶ ଲୋକଙ୍କ ଇଚ୍ଛାରେ ଚାଲିବ, ରାହୁଲଙ୍କ କଥାରେ ନୁହେଁ'

ନୂଆଦିଲ୍ଲୀ, ୦୧/୧୧: ହରିଆଣାର ଫରିଦାବାଦରେ ଗଣତନ୍ତ୍ର ବଞ୍ଚାଅ ଅରାଜକତା ହଟାଅ ପଦଯାତ୍ରାରେ ସାମିଲ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଗଣତନ୍ତ୍ରର ସୁରକ୍ଷା, ସମ୍ବିଧାନର ମର୍ଯ୍ୟାଦା ଏବଂ ରାଜନୈତିକ ଅରାଜକତା ବିରୋଧରେ ବିଜେପିର ଆଭିମୁଖ୍ୟକୁ ନେଇ କାର୍ଯ୍ୟକ୍ରମ ଆୟୋଜନ ହୋଇଛି।
ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ବୋଧନ ପରେ ବିକେ ଚୌକରୁ ହାର୍ଡୱେର୍ ଚୌକ ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ପଦଯାତ୍ରା। ଏ ଅବସରରେ ରାଜନୈତିକ ଅରାଜକତା ବିରୋଧରେ ଗର୍ଜିଲେ ସମ୍ବଲପୁର ସାଂସଦ। ପଦଯାତ୍ରାରେ ଦଳୀୟ କର୍ମୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ସମ୍ବୋଧନ କରି କହିଛନ୍ତି, `ଦେଶ ଲୋକଙ୍କ ଇଚ୍ଛାରେ ଚାଲିବ, ରାହୁଲଙ୍କ କଥାରେ ନୁହେଁ'। ପଦଯାତ୍ରାରେ କଂଗ୍ରେସ ଓ ରାହୁଲଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର।
ପଢନ୍ତୁ ଏହି ଖବର: ଉତ୍ତର ପ୍ରଦେଶରେ ତୃତୀୟ ଥର ପାଇଁ ଫୁଟିବ ପଦ୍ମ, ୩୦ ବର୍ଷ ପର୍ଯ୍ୟନ୍ତ ସରକାରରେ ରହିବ ବିଜେପି
ଭାରତକୁ ବାଂଲାଦେଶ ହେବାକୁ ଦେବୁନି କହିଲେ ଧର୍ମେନ୍ଦ୍ର। ଏହା ସହିତ ଧର୍ମେନ୍ଦ୍ର ପ୍ରଧାନ ଆହୁରୀ କହିଛନ୍ତି, ୨୦୦୪ରୁ ୨୦୧୪ ଯାଏଁ କଂଗ୍ରେସ କ୍ଷମତାରେ ଥିଲା। ହେଲେ ଦେଶବାସୀଙ୍କ ସେବା କରିବା ପରିବର୍ତ୍ତେ କଂଗ୍ରେସ କେବଳ ଦୁର୍ନୀତିରେ ମାତିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories