Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ

Swayangprajna Mishra
Browse all articles by Swayangprajna Mishra
·2 years ago
କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ମୋଦିଙ୍କ ତୃତୀୟ ପାଳିରେ ବଡ ଦାୟିତ୍ବ ନେଲେ ଧର୍ମେନ୍ଦ୍ର । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପରେ ଶପଥ ନେଇଥିଲେ ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡକରି, ଧର୍ମେନ୍ଦ୍ର ପ୍ରଧାନ ତଥା ଅନ୍ୟ କ୍ୟାବିନେଟ ମନ୍ତ୍ରୀଗଣ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ କରାଯାଇଥିଲା ଶପଥ ଗ୍ରହଣ ଉତ୍ସବ ।

ଅଧିକ ପଢନ୍ତୁ : ତୃତୀୟ ଥର ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ତେବେ ଏହି କାର୍ଯ୍ୟକ୍ରମରେ ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଉପସ୍ଥିତ , ସିନେ ଷ୍ଟାର ରଜନୀକାନ୍ତ, ଶାହରୁଖ ଖାନ୍‌, ଅକ୍ଷୟ କୁମାର ଆଦି ଉପସ୍ଥିତ ରହିଥିଲେ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan took oath as a cabinet minister | Argus News