LK Advani Birthday / ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର, କହିଲେ ସେ ମୋ ପରି କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ମାର୍ଗଦର୍ଶକ
·2 hours ago·2 min read

Key Points
ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର,
କହିଲେ ସେ ମୋ ପରି କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ମାର୍ଗଦର୍ଶକ
ଶହେ ବର୍ଷରେ ପାଦ ଥାପିଲେ ଲାଲକୃଷ୍ଣ ଆଡଭାନୀ
କହିଲେ ସେ ମୋ ପରି କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ମାର୍ଗଦର୍ଶକ
ଶହେ ବର୍ଷରେ ପାଦ ଥାପିଲେ ଲାଲକୃଷ୍ଣ ଆଡଭାନୀ
ଭୂବନେଶ୍ବର,୦୮/୧୧: ବିଜେପି ପରିବାରର ଅଭିଭାବକ ଏବଂ ମୋ ପରି କୋଟି କୋଟି କର୍ମକର୍ତ୍ତାଙ୍କ ମାର୍ଗଦର୍ଶକ ଆଦରଣୀୟ ଲାଲକୃଷ୍ଣ ଆଡଭାନୀଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ର ପ୍ରତି ସମର୍ପଣ, ନୀତି ଆଦର୍ଶ ପ୍ରତି ଅଟଳ ପ୍ରତିବଦ୍ଧତା ଏବଂ ସଙ୍ଗଠନର ବିସ୍ତାରରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ରାଷ୍ଟ୍ରସେବା ପ୍ରତି ସମର୍ପଣ, ବୈଚାରିକ ଦୃଢ଼ତା ଏବଂ ସଙ୍ଗଠନ ନିର୍ମାଣରେ ତାଙ୍କର ଅତୁଳନୀୟ ଅବଦାନ ଆମ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରିଛନ୍ତି ଧର୍ମେନ୍ଦ୍ର ।
ପଢନ୍ତୁ ଏହି ଖବର: ରାହୁଲଙ୍କୁ ଅମିତ ଶାହଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ଯେକୌଣସି ସ୍ଥାନରେ SIR ଉପରେ ବିତର୍କ ପାଇଁ ପ୍ରସ୍ତୁତ
ଶହେ ବର୍ଷରେ ପାଦ ଥାପିଲେ ବିଜେପିର ବରିଷ୍ଠ ନେତା ଏଲ୍.କେ. ଆଡଭାନୀ । ୯୯ତମ ଜନ୍ମଦିନ ଏବଂ ତାଙ୍କର ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ବିଜେପି ଆଜି ଦଳର ଜାତୀୟ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ପୂଜା ଏବଂ ପ୍ରାର୍ଥନା ସଭାର ଆୟୋଜନ କରିବ । ୮ ନଭେମ୍ବର ୧୯୨୭ରେ ଜନ୍ମଗ୍ରହଣ କରିଥିବା ଆଡଭାନୀ ଆଜିଠାରୁ ତାଙ୍କର ୧୦୦ ବର୍ଷରେ ପାଦ ଦେଇଛନ୍ତି।
भाजपा परिवार के अभिभावक एवं मेरे जैसे करोड़ों कार्यकर्ताओं के मार्गदर्शक आदरणीय श्री लालकृष्ण आडवाणी जी को जन्मदिवस की अनंत शुभकामनाएँ। राष्ट्र के प्रति समर्पण, सिद्धांतों के प्रति अटूट प्रतिबद्धता और संगठन के विस्तार में उनका योगदान सदैव स्मरणीय रहेगा। राष्ट्रसेवा के प्रति समर्पण, वैचारिक दृढ़ता और संगठन निर्माण में उनका अतुलनीय योगदान हम सभी के लिए सदैव प्रेरणास्रोत रहेगा। महाप्रभु जगन्नाथ जी से उनके उत्तम स्वास्थ्य और दीर्घायु की प्रार्थना करता हूँ।
— Dharmendra Pradhan (@dpradhanbjp) November 8, 2026
ପଢନ୍ତୁ ଏହି ଖବର: ରାହୁଲଙ୍କୁ ଅମିତ ଶାହଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ଯେକୌଣସି ସ୍ଥାନରେ SIR ଉପରେ ବିତର୍କ ପାଇଁ ପ୍ରସ୍ତୁତ
ଶହେ ବର୍ଷରେ ପାଦ ଥାପିଲେ ବିଜେପିର ବରିଷ୍ଠ ନେତା ଏଲ୍.କେ. ଆଡଭାନୀ । ୯୯ତମ ଜନ୍ମଦିନ ଏବଂ ତାଙ୍କର ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ବିଜେପି ଆଜି ଦଳର ଜାତୀୟ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ପୂଜା ଏବଂ ପ୍ରାର୍ଥନା ସଭାର ଆୟୋଜନ କରିବ । ୮ ନଭେମ୍ବର ୧୯୨୭ରେ ଜନ୍ମଗ୍ରହଣ କରିଥିବା ଆଡଭାନୀ ଆଜିଠାରୁ ତାଙ୍କର ୧୦୦ ବର୍ଷରେ ପାଦ ଦେଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories