New Rule / ନୂଆ ବର୍ଷରେ ପୂର୍ବରୁ କରନ୍ତୁ ଏହି କାମ ନଚେତ୍...
·9 months ago·2 min read

Key Points
ଡିସେମ୍ବରରେ କରନ୍ତୁ ଏହି ୪ ଜରୁରୀ କାମ ନଚେତ ପଡ଼ିପାରନ୍ତି ଅସୁବିଧାରେ । ଆଉ କିଛି ଦିନ ପରେ ଆରମ୍ଭ ହେବ ୨୦୨୬ ଏହା ସହ ଅନେକ ନିୟମର ପରିବର୍ତ୍ତନ ମଧ୍ୟ ହେବାକୁ ଯାଉଛି ।
ଡିସେମ୍ବରରେ କରନ୍ତୁ ଏହି ୪ ଜରୁରୀ କାମ ନଚେତ ପଡ଼ିପାରନ୍ତି ଅସୁବିଧାରେ । ଆଉ କିଛି ଦିନ ପରେ ଆରମ୍ଭ ହେବ ୨୦୨୬ ଏହା ସହ ଅନେକ ନିୟମର ପରିବର୍ତ୍ତନ ମଧ୍ୟ ହେବାକୁ ଯାଉଛି । ତେଣୁ ଆଡଭାନ୍ସ ଟ୍ୟାକ୍ସ ପୈଠ ଏବଂ ଆଧାର ପ୍ୟାନ୍ ଲିଙ୍କ କରିବା ଭଳି ଅନେକ ଜରୁରୀ କାମ ଏହି ମାସରେ କରିଦିଅନ୍ତୁ । ଯଦି ଆପଣ ଏହି କାମ ଏହି ମାସରେ କରୁନାହାନ୍ତି ତେବେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିବ ।
କ’ଣ ହେବ ପରିବର୍ତ୍ତନ ?
ଯଦି ଆପଣ ୨୦୨୪ ଅକ୍ଟୋବର ୧ କିମ୍ବା ତା’ ପୂର୍ବରୁ ଆଧାର କାର୍ଡ କରିଛନ୍ତି, ତେବେ ଏହାକୁ ପାନ୍ ସହ ଲିଙ୍କ୍ କରିବା ଡିସେମ୍ବର ୩୧ ସୁଦ୍ଧା ବାଧ୍ୟତାମୂଳକ। ନହେଲେ ପାନ୍ କାର୍ଡ ଅଚଳ ହୋଇଯିବ ତା'ସହ ବ୍ୟାଙ୍କିଂ, ନିବେଶ, ଆଇଟିଆର ଫାଇଲିଂରେ ଅନେକ ଅସୁବିଧା ହୋଇପାରେ।
ଆଡଭାନ୍ସ ଟ୍ୟାକ୍ସ ଭରିବାର ଶେଷ ତାରିଖ ଡିସେମ୍ବର ୧୫। ଏହା ସେହିସବୁ ବ୍ୟକ୍ତିଙ୍କୁ ଦେବାକୁ ପଡ଼ିଥାଏ, ଯେଉଁମାନଙ୍କର ଆନୁମାନିକ ଦେୟ, ଟିଡିଏସ କାଟିବା ପରେ ୧୦ ହଜାରରୁ ଅଧିକ ରହିଛି । ଡିସେମ୍ବର ୧୫ ପୂର୍ବରୁ ଏହି କାମ ସାରିଦିଅନ୍ତୁ।
ଏଥିସହ ପଢ଼ନ୍ତୁ: ଜୁବିନ ଗର୍ଗ ମୃତ୍ୟୁ: ୧୨ ଡିସେମ୍ବରରେ ଦାଖଲ ହେବ ଚାର୍ଜସିଟ୍, ଆସାମ ପୋଲିସ୍ କରିବ ବଡ଼ ଖୁଲାସା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟ୍ୟାକ୍ସ ଅଡିଟ୍ ଥିବା ଟ୍ୟାକ୍ସପେୟର୍ସଙ୍କ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ୨୦୨୫ ଡିସେମ୍ବର ୧୦ । ତେଣୁ ଏହି ତାରିଖ ମଧ୍ୟରେ ଫାଇଲ କରାଯାଇଥିବା ରିଟର୍ଣ୍ଣକୁ, ସମୟ ଅନୁସାରେ ଫାଇଲ କରାଯାଇଥିବା ରିଟର୍ଣ୍ଣ ବୋଲି ଧରାଯିବ। ଏହା ଉପରେ କୌଣସି ଲେଟ୍ ଫି’ କିମ୍ବା ଜରିମାନା ଲାଗିବନି।
ସେହିଭଳି ଯଦି ଆପଣ ଏପର୍ଯ୍ୟନ୍ତ ୨୦୨୪-୨୫ ଆର୍ଥିକ ବର୍ଷର ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ITR) ଫାଇଲ କରିନାହାନ୍ତି। ତେବେ ଲେଟ ଫି ସହ ୨୦୨୫ ଡିସେମ୍ବର ୩୧ ମଧ୍ୟରେ ଫାଇଲ କରିପାରିବେ। ଯଦି ଆପଣ ୫ ଲକ୍ଷରୁ କମ୍ ଆୟର ବିଳମ୍ବିତ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରୁଛନ୍ତି ତେବେ ଆପଣଙ୍କୁ ୧ ହଜାର ଟଙ୍କା ଲେଟ ଫି’ ଦେବାକୁ ହେବ। ସେହିଭଳି ୫ ଲକ୍ଷ କିମ୍ବା ତାହାଠାରୁ ଅଧିକ ଆୟ ଉପରେ ୫ ହଜାର ଟଙ୍କାର ଲେଟ ଫି ଦେବାକୁ ପଡ଼ିବ।
ଅଧିକ ପଢ଼ନ୍ତୁ ଦେଶ ଖବର...

Related Topics
Explore more stories