Hairball in Stomach / ଅସହ୍ୟ ଯନ୍ତ୍ରଣାକୁ ଭୋକ ଗାୟବ; ପେଟରୁ ବାହାରିଲା ଗୁଚ୍ଛାଏ ଚୁଟି..
·2 months ago·2 min read

Key Points
କିଛି ଦିନ ଧରି ଭୋକ ଲାଗୁନଥିଲା
ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା
ସର୍ଜରୀ ବେଳେ ପେଟରୁ ବାହାରିଲା କେଶ ଗୁଚ୍ଛା
ଏହି ଚୁଟି ପେଟ ଭିତରେ କିପରି ସୃଷ୍ଟି ହେଲା ?
ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା
ସର୍ଜରୀ ବେଳେ ପେଟରୁ ବାହାରିଲା କେଶ ଗୁଚ୍ଛା
ଏହି ଚୁଟି ପେଟ ଭିତରେ କିପରି ସୃଷ୍ଟି ହେଲା ?
ଚଣ୍ଡିଗଡ଼: ହରିୟାଣାର ଫରିଦାବାଦର ଅମୃତା ହସ୍ପିଟାଲରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଚିକିତ୍ସିତ ହେଉଥିବା ଜଣେ ୩୦ ବର୍ଷୀୟ ମହିଳାଙ୍କ ପେଟ ଭିତରୁ ଡାକ୍ତରମାନେ କେଶର ଏକ ଗଣ୍ଠି ପାଇଛନ୍ତି । ମହିଳାଙ୍କୁ ମାସ ମାସ ଧରି ଭୋକ ଲାଗୁନଥିଲା । ସେ ବାନ୍ତି ଏବଂ ବିଭିନ୍ନ ପାଚନ ଜନିତ ସମସ୍ୟାରେ ପୀଡିତ ଥିଲେ। ଏପରିକି ସେ କେତେକ ସମୟରେ ପ୍ରବଳ ପେଟ ଯନ୍ତ୍ରଣା ମଧ୍ୟ ଭୋଗୁଥିଲେ। ପାଚନ ପ୍ରକ୍ରିୟାରେ କୌଣସି ସମସ୍ୟା ଥିବା ଭାବୁଥିଲେ ମହିଳା । ଅଳ୍ପ ପରିମାଣରେ ଖାଇବା ପରେ ତାଙ୍କ ପେଟରେ ପୂରି ଯାଉଥିଲା ।
ଏପରିକି ତାଙ୍କର କିଛି ଖାଇବାକୁ ଇଚ୍ଛା ନଥିଲା । ପରିସ୍ଥିତି ଅସମ୍ଭାଳ ହେବା ପରେ ଶେଷରେ ସେ ଡାକ୍ତରଖାନାକୁ ଯାଇଥିଲେ । ପରୀକ୍ଷା କରିବା ପରେ ଡାକ୍ତରମାନେ ତାଙ୍କ ପେଟ ଭିତରେ ଏକ ବଡ଼ କେଶ ଗଣ୍ଠି ବା ଚୁଟି ଗୁଚ୍ଛା ପାଇଥିଲେ । ଯାହା ଡାକ୍ତରଙ୍କୁ ବି ପ୍ରଥମେ ଆଶ୍ଚର୍ଯ୍ୟ କରିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ମହିଳାଙ୍କ ପେଟ ଭିତରକୁ ଚୁଟି କିପରି ଗଲା ?

- ପେଟ ଭିତରେ ମିଳିଲା ଗୁଚ୍ଛାଏ ଚୁଟି
- ରାପୁଞ୍ଜେଲ ସିଣ୍ଡ୍ରୋମରେ ପୀଡ଼ିତ ମହିଳା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆଶ୍ଚର୍ଯ୍ୟ ! ୫ଦିନ ଧରି କଷ୍ଟ ସହିଲେ, ଜନ୍ମ କଲେ ୪ ଶିଶୁ
ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଏକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା । ଏଣୁ ପିତାମାତାମାନେ ସେମାନଙ୍କ ପିଲାମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଏହି ଅବସ୍ଥା ବହୁତ କମ୍ ଦେଖାଯାଏ, କିନ୍ତୁ ଯଦି କେହି ଏଥିରେ ଆକ୍ରାନ୍ତ ହୁଅନ୍ତି, ତେବେ ଏହା ଘାତକ ମଧ୍ୟ ହୋଇପାରେ । ନିକଟରେ ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ୭ ବର୍ଷର ଝିଅ ସହିତ ଜଡ଼ିତ ଏକ ସମାନ ଘଟଣା ସାମ୍ନାକୁ ଆସିଥିଲା ।

Related Topics
Explore more stories