Videos
|
National

ନୂଆ ଲୋଗୋ ଲଞ୍ଚ କରିଛି ସରକାରୀ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ

Jitendra Dash
Browse all articles by Jitendra Dash
·2 years ago
ନୂଆ ଲୋଗୋ ଲଞ୍ଚ କରିଛି ସରକାରୀ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ

ଅର୍ଗସ ବ୍ୟୁରୋ : ବଦଳିଛି ସରକାରୀ ନ୍ୟୁଜ ଚ୍ୟାନେଲ ‘ଡିଡି ନ୍ୟୁଜ’ର ଲୋଗୋ । ପୂର୍ବରୁ ଥିବା ନାଲି ରଙ୍ଗର ଲୋଗୋକୁ ବଦଳାଇ ଗେରୁଆ ରଙ୍ଗର ନୂଆ ଲୋଗୋ ଲଞ୍ଚ କରିଛି ସରକାରୀ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ । ପ୍ରସାର ଭାରତୀ ଅଧୀନରେ ଥିବା ଡିଡି ନ୍ୟୁଜ୍‌ ଚ୍ୟାନେଲ୍‌ ଗେରୁଆ ରଙ୍ଗ ହୋଇଛି ।

ଅଧିକ ପଢନ୍ତୁ ଭାରତ ଖବର

ନିକଟରେ ଏକ୍ସରେ ଏକ ନୂତନ ପ୍ରମୋସନାଲ୍ ଭିଡିଓ ସେୟାର ଡିଡି ଏହି ନୂଆ ଲୋଗୋ ବିଷୟରେ ସୂଚନା‌ ଦେଇଛି । ଡିଡି ପୋଷ୍ଟ୍‌ର କ୍ୟାପସନରେ ଲେଖାଯାଇଛି, “ଯଦିଓ ଆମର ମୂଲ୍ୟ ସମାନ ରହିଛି, ଆମେ ବର୍ତ୍ତମାନ ଏକ ନୂତନ ଅବତାରରେ ଉପଲବ୍ଧ । ପୂର୍ବ ପରି ଏକ ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ । ନୂଆ ଡିଡି ନିଉଜ୍‌କୁ ଅନୁଭବ କରନ୍ତୁ ।’’ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Doordarshan changes logo colour from red to saffron | Argus News