ରାତି ୮ଟା ୩୦ରୁ ୯ଟା ୩୦ ମଧ୍ୟରେ ଆର୍ଥ ଆଓ୍ବାର ପାଳନ
·2 years ago

ଅର୍ଗସ ବ୍ୟୁରୋ : ବର୍ତ୍ତମାନ ଚାଲିଛି ଆର୍ଥ ଆଓ୍ବାର । ରାତି ୮ଟା ୩୦ରୁ ୯ଟା ୩୦ ମଧ୍ୟରେ ଆର୍ଥ ଆଓ୍ବାର ପାଳନ ହେଉଛି। ଏହା ଏକ ବିଶ୍ୱସ୍ତରୀୟ ଅଭିଯାନ । ଏଥିରେ ଲୋକମାନେ ଏକ ଘଣ୍ଟା ପାଇଁ ଲାଇଟ୍ ବନ୍ଦ କରି ଶକ୍ତି ସଞ୍ଚୟ କରିବାକୁ ସଂକଳ୍ପବଦ୍ଧ ବୋଲି ପ୍ରତିଶ୍ରୁତି ନିଅନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ୱାର୍ଲ୍ଡ ଓ୍ବଇଡ ଫଣ୍ଡ ଫର ନେଚର୍ ସଂସ୍ଥା ପକ୍ଷରୁ ସାରା ବିଶ୍ୱରେ ପ୍ରତିବର୍ଷ ଆର୍ଥ ଆଓ୍ବାର ଆୟୋଜିତ ହେଉଛି। ବିଶ୍ୱର କୋଟି କୋଟି ଲୋକ ଏକ ଘଣ୍ଟା ପାଇଁ ବିଦ୍ୟୁତ ବ୍ୟବହାର ବନ୍ଦ କରିଛନ୍ତି । ଏହାକୁ ଆର୍ଥ ଆଓ୍ବାର କୁହାଯାଏ । ଏଥିପାଇଁ ଏବେ ସବୁଆଡେ ଅନ୍ଧକାରମୟ ପାଲଟିଛି। ଲୋକେ ଘର, ଦୋକାନ ଏବଂ କାର୍ଯ୍ୟାଳୟରେ ବିଦ୍ୟୁତ ବନ୍ଦ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: