ଦୋହଲିଲା ଦିଲ୍ଲୀ-ଏନସିଆର, ରିକ୍ଟର ସ୍କେଲରେ ତୀବ୍ରତା ୫.୬
·2 years ago

ଅର୍ଗସ ବ୍ୟୁରୋ : ପୁଣି ଥରି ଉଠିଲା ଦିଲ୍ଲୀ । ଦିଲ୍ଲୀ ଏନସିଆରରେ ପୁଣି ଅନୁଭୂତ ହେଲା ଭୂକମ୍ପ ଝଟକା । ସୋମବାର (ଆଜି) ଦିଲ୍ଲୀ-ଏନସିଆର ଅଞ୍ଚଳରେ ୫.୬ ତୀବ୍ରତାର ଭୂକମ୍ପ ଅନୁଭବ ହେଇଛି । ତେବେ ଏହି ଭୂ-କମ୍ପର କେନ୍ଦ୍ରସ୍ଥଳ ନେପାଳ ବୋଲି କୁହାଯାଉଛି ।
ଅଧିକ ପଢନ୍ତୁ ଭାରତ ଖବର
ତେବେ ଗତ ଚାରି ଦିନ ଭିତରେ ଦିଲ୍ଲୀ-ଏନସିଆରରେ ଏହା ଦ୍ୱିତୀୟ ଭୂକମ୍ପ ଝଟକା ଅନୁଭୂତ ହେଇଛି । ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ଡର ପିଥୌରାଗଡ ଜିଲ୍ଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହେଇଛି । ଅପରାହ୍ନ ୪ଟା ୧୮ ମିନିଟ୍ ସମୟରେ ଏହି ଭୂକମ୍ପ ଝଟକା ଅନୁଭବ କରିଛନ୍ତି ସାଧାରଣ ଲୋକ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
