ହେମନ୍ତ ସୋରେନଙ୍କ ବାସଭବନରେ ଇଡିର ରେଡ୍
·2 years ago

ଅର୍ଗସ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ଇଡି ରେଡ । ହେମନ୍ତ ସୋରେନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଇଡି ରେଡ କରିଛି । ମନି ଲଣ୍ଡରିଂ ମାମଲାରେ ସୋରେନଙ୍କୁ ଇଡି ପଚରାଉଚରା କରିଛି । ଏହାକୁ ମିଶେଇ ୯ ଥର ସମନ ସତ୍ତ୍ବେ ମଧ୍ୟ ଇଡିରେ ହାଜର ହୋଇନଥିଲେ ଦେମନ୍ତ ସୋରେନ ।
ଅଧିକ ପଢନ୍ତୁ : ହେମନ୍ତ ସୋରେନଙ୍କୁ ଇଡି ଜେରା: ବାସଭବନରେ ୫ ଘଣ୍ଟା ଜେରା ହେଲା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: