Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଉଠିଲା ନିର୍ବାଚନ ଆଚରଣ ବିଧି

National

ଉଠିଲା ନିର୍ବାଚନ ଆଚରଣ ବିଧି

Swayangprajna Mishra
Browse all articles by Swayangprajna Mishra
·2 years ago
ଉଠିଲା ନିର୍ବାଚନ ଆଚରଣ ବିଧି

ଅର୍ଗସ ବ୍ୟୁରୋ : ଉଠିଲା ନିର୍ବାଚନ ଆଚରଣ ବିଧି । ଦେଶରେ ନିର୍ବାଚନ ସରିବା ପରେ ଆଦର୍ଶ ଆଚରଣ ବିଧି ହଟାଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ମାର୍ଚ୍ଚ 16 ତାରିଖରୁ ଆଚରଣ ବିଧି ଲାଗୁ ହୋଇଥିଲା । ଭାରତ ସମ୍ବିଧାନର ଧାରା ୩୨୪ ଅନୁଯାୟୀ ରାଜ୍ୟ ବିଧାନ ମଣ୍ଡଳ ତଥା ସଂସଦରେ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ନିର୍ବାଚନ କମିଶନ ଆଚରଣ ବିଧି ଲାଗୁ କରିଥିଲେ ।

ଅଧଇକ ପଢନ୍ତୁ ଭାରତ ଖବର 

ନିର୍ବାଚନ ତାରିଖ ଘୋଷଣା ହେବା ଦିନ ଠାରୁ ଆରମ୍ଭ କରି ନିର୍ବାଚନ ଶେଷ ହେବା ଯାଏ ଆଚରଣ ସଂହିତା ଲାଗୁ କରିଥାନ୍ତି ନିର୍ବାଚନ କମିଶନ । ଏହାପୂର୍ବରୁ ଆଜି ନିର୍ବାଚନ କମିଶନ ପକ୍ଷରୁ ସାଇନିଂ ସେରିମନି ପରେ ରାଷ୍ଟ୍ରପତିଙ୍କୁ ନୋଟିଫିକେସନ ପ୍ରଦାନ କରିଥିଲେ ନିର୍ବାଚନ କମିଶନର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Election Code of Conduct removed by election commission | Argus News