Videos
|
National

ନିର୍ବାଚନ ଆୟୋଗ ରାୟ : ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ପ୍ରକୃତ ଏନସିପି

Swayangprajna Mishra
Browse all articles by Swayangprajna Mishra
·2 years ago
ନିର୍ବାଚନ ଆୟୋଗ ରାୟ : ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ପ୍ରକୃତ ଏନସିପି

ଅର୍ଗସ ବ୍ୟୁରୋ : ଶରଦ ପାଓ୍ବାରଙ୍କୁ ଲାଗିଛି ବଡ ଝଟକା। ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ତଥା ଏନସିପି ଉପରେ ଅଧିକାର ଦାବି କରୁଥିବା ଶରଦ ପାଓ୍ବାରଙ୍କୁ ବଡ ଝଟକା ଲାଗିଛି। ନିର୍ବାଚନ ଆୟୋଗ ଅଜିତ ପାଓ୍ବାରଙ୍କ ଗୋଷ୍ଠୀଙ୍କୁ ପ୍ରକୃତ ଏନସିପି ବୋଲି କହିଛନ୍ତି। ଏହା ସହ ନିର୍ବାଚନ ଆୟୋଗ ଅଜିତ ପାଓ୍ବାରଙ୍କ ଗୋଷ୍ଟୀଙ୍କୁ ହିଁ ଏନସିପିର ନାମ ଓ ଚିହ୍ନ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛନ୍ତି।

ଅଧିକ ପଢନ୍ତୁ ଭାରତ ଖବର

ଜୁଲାଇ 2023ରେ ଅଜିତ ପାଓ୍ବାର ଏନସିପିର 40ଜଣ ବିଧାୟକଙ୍କ ସହିତ ମହାରାଷ୍ଟ୍ରର ଏକନାଥ ସିନ୍ଧେଙ୍କ ସରକାରରେ ସାମିଲ ହୋଇଥିଲା। ଏହାପରେ ତାଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ମଧ୍ୟ କରାଯାଇଥିଲା। ଏହାପରେ ଅଜିତ ଏନସିପି ଉପରେ ତାଙ୍କର ଅଧିକାର ସାବ୍ୟସ୍ତ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Election Commission Verdict: Ajit Pawar's group is real NCP | Argus News