Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତେଲେଙ୍ଗାନା ସୀମାରେ ଏନକାଉଣ୍ଟର,ଟଳିଲେ ୩ ମାଓବାଦୀ

National

ତେଲେଙ୍ଗାନା ସୀମାରେ ଏନକାଉଣ୍ଟର,ଟଳିଲେ ୩ ମାଓବାଦୀ

Swayangprajna Mishra
Browse all articles by Swayangprajna Mishra
·2 years ago
ତେଲେଙ୍ଗାନା ସୀମାରେ ଏନକାଉଣ୍ଟର,ଟଳିଲେ ୩ ମାଓବାଦୀ

ଅର୍ଗସ ବ୍ୟୁରୋ : ଛତିଶଗଡ଼ ତେଲେଙ୍ଗାନା ସୀମାରେ ଏନକାଉଣ୍ଟର । ଏନକାଉଣ୍ଟର ରେ 3 ହାର୍ଡକୋର ମାଓବାଦୀ ମୃତ ।ଆଜି ଛତିଶଗଡ଼ରେ ଗ୍ରେହାଉଣ୍ଡ ଓ ଛତିଶଗଡ଼ ପୋଲିସ ମିଳିତ ଅପରେସନ ରେ ଟଳିଲେ 3 ମାଓବାଦୀ । ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିବା ସୂଚନା ମିଳିଥିବା ବେଳେ ଘଟଣା ସ୍ଥଳରୁ ବ୍ୟାପକ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।ବିଜାପୁର ର ଅସୁର ଥାନା ଅଂଚଳ କର୍ଷିଗୁଡା ଜଙ୍ଗଲ ରେ ଚାଲିଛି ଗୁଳିଚାଳନା । ଘଟଣାସ୍ଥଳରୁ LMG ଓ ଏ.କେ 47 ଜବତ ହୋଇଥିବା ବିଜାପୁର ଏସପି ଜିତେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।
 

ଅଧିକ ପଢନ୍ତୁ : ବିଜାପୁରରେ ପୁଣି ଏନକାଉଣ୍ଟର, ଟଳିଲେ ୪ ମାଓବାଦୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Encounter on the border of Telangana, killed 3 militants | Argus News