ବିକଶିତ ଭାରତ ଓ ମୋଦିଙ୍କ ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ଅଭିମତ ମହତ୍ବପୂର୍ଣ୍ଣ
·2 years ago

ଅର୍ଗସ ବ୍ୟୁରୋ : ନମୋ ଆପର ଜନମତ ସର୍ଭେରେ ନିଜର ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ମାଧ୍ୟମରେ କହିଲେ, ବିକଶିତ ଭାରତ ଓ ମୋଦିଙ୍କ ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ଅଭିମତ ମହତ୍ବପୂର୍ଣ୍ଣ । ଭାରତକୁ ବିକଶିତ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ନୂଆ ଭାରତର ଅଭିବୃଦ୍ଧି ପାଇଁ ଜନମନ ସର୍ଭେରେ ସାମିଲ ହୋଇ ନିଜର ମତ ରଖିବାକୁ କଲେ ଅନୁରୋଧ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: