Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୂର୍ବତନ ତେଲେଙ୍ଗାନା ରାଜ୍ୟପାଳ ସୌନ୍ଦରରାଜନଙ୍କୁ ବିଜେପି ଟିକେଟ

National

ପୂର୍ବତନ ତେଲେଙ୍ଗାନା ରାଜ୍ୟପାଳ ସୌନ୍ଦରରାଜନଙ୍କୁ ବିଜେପି ଟିକେଟ

Smruti Parija
Browse all articles by Smruti Parija
·2 years ago
ପୂର୍ବତନ ତେଲେଙ୍ଗାନା ରାଜ୍ୟପାଳ ସୌନ୍ଦରରାଜନଙ୍କୁ ବିଜେପି ଟିକେଟ

ଅର୍ଗସ ବ୍ୟୁରୋ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।  ପୂର୍ବତନ ତେଲେଙ୍ଗାନା ରାଜ୍ୟପାଳ ସୌନ୍ଦରରାଜନଙ୍କୁ ବିଜେପି ଟିକେଟ ଦେଇଛି । ତାମିଲନାଡୁ ଦକ୍ଷିଣ ଚେନ୍ନାଇରୁ ଲଢ଼ିବେ ତାମିଲିସାଇ ସୌନ୍ଦରରାଜନ । ତାମିଲନାଡୁ ପାଇଁ ୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । କୋଏମ୍ବାଟୁରରୁ ଲଢ଼ିବେ ରାଜ୍ୟ ବିଜେପି ସଭାପତି କେ. ଆନ୍ନାମଲାଇ । 

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
ex-telangana-governor-tamil-nadu-bjp-chief-in-partys-3rd-list-for-lok-sabha-polls | Argus News