|
logo
Live

Argus News - କିଛି ସମୟ ପାଇଁ ବନ୍ଦ ହୋଇଗଲା ଫେସବୁକ୍, ହ୍ବାଟ୍ସଆପ୍ ଓ ଇନଷ୍ଟାଗ୍ରାମ

National

କିଛି ସମୟ ପାଇଁ ବନ୍ଦ ହୋଇଗଲା ଫେସବୁକ୍, ହ୍ବାଟ୍ସଆପ୍ ଓ ଇନଷ୍ଟାଗ୍ରାମ

Swayangprajna Mishra
Browse all articles by Swayangprajna Mishra
·1 year ago
କିଛି ସମୟ ପାଇଁ ବନ୍ଦ ହୋଇଗଲା ଫେସବୁକ୍, ହ୍ବାଟ୍ସଆପ୍ ଓ ଇନଷ୍ଟାଗ୍ରାମ

ଅର୍ଗସ ବ୍ୟୁରୋ : ସୋସିଆଲ୍ ମିଡିଆ ସର୍ଭର ଡାଉନ୍ । କିଛି ସମୟ ପାଇଁ ବନ୍ଦ ହୋଇଗଲା ଫେସବୁକ୍, ହ୍ବାଟ୍ସଆପ୍ ଓ ଇନଷ୍ଟାଗ୍ରାମ। ଗୁରୁବାର ରାତି ପ୍ରାୟ ସାଢେ 12ଟା ସମୟରେ ଦେଶର ବିଭିନ୍ନ ଅଞ୍ଚଳରେ କିଛି ସମୟ ପାଇଁ ଏହି ସବୁ ସୋସିଆଲ୍ ମିଡିଆ ସର୍ଭର ଡାଉନ୍ ହୋଇଯାଇଥିବା ଦେଖିବାକୁ ମିଳିଛି । ପାଖାପାଖି 3 ଘଣ୍ଟା ପରେ ସ୍ବଭାବିକ ହୋଇଥିଲା  ଫେସବୁକ୍, ହ୍ବାଟ୍ସଆପ୍ ଓ ଇନଷ୍ଟାଗ୍ରାମ।
ଅଧିକ ପଢନ୍ତୁ: ସମାଜର ସାଧାରଣ ନାଗରିକଙ୍କୁ ସାହା ହୋଇଛି UPI

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କିଛି ସମୟ ପାଇଁ ବନ୍ଦ ହୋଇଗଲା ଫେସବୁକ୍, ହ୍ବାଟ୍ସଆପ୍ ଓ ଇନଷ୍ଟାଗ୍ରାମ | Argus News