|
logo
Live

Argus News - ଆସାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୪ ମୃତ, ୨୭ ଆହତ

National

ଆସାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୪ ମୃତ, ୨୭ ଆହତ

Swayangprajna Mishra
Browse all articles by Swayangprajna Mishra
·2 years ago
ଆସାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୪ ମୃତ, ୨୭ ଆହତ

ଅର୍ଗସ ବ୍ୟୁରୋ  : ଆସାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏନଏଚରେ ପିକନିକ ଯାଉଥିବା ବସକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି  ।  ଏଥିସହ ୨୭ ଜଣ ଆହତ ହୋଇଛନ୍ତି । ଜୋରଘାଟ ଜିଲ୍ଲା ଦେରଗାଓଁ ନିକଟରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଏହି ବସରେ ୪୫ ଜଣ ଯାତ୍ରୀ ଥିଲେ । ଆହତଙ୍କୁ ଜୋରହାଟ ମେଡିକାଲ କଲେଜରେ ଆଡମିଶନ କରାଯାଇଛି ।

ଅଧିକ ପଢନ୍ତୁ : ସୁବର୍ଣ୍ଣପୁରରେ ମର୍ମନ୍ତୁତ ଦୁର୍ଘଟଣା, ବାପ-ପୁଅଙ୍କ ଉପରେ ଚଢ଼ିଗଲା ହାଇୱା

 ସକାଳ ୫ ଟା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆସାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୪ ମୃତ, ୨୭ ଆହତ | Argus News