Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - FIH ମହିଳା ହକି : ଇଟାଲିକୁ ହରାଇ ସେମିଫାଇନାଲରେ ଭାରତ

National

FIH ମହିଳା ହକି : ଇଟାଲିକୁ ହରାଇ ସେମିଫାଇନାଲରେ ଭାରତ

Swayangprajna Mishra
Browse all articles by Swayangprajna Mishra
·2 years ago
FIH ମହିଳା ହକି : ଇଟାଲିକୁ ହରାଇ ସେମିଫାଇନାଲରେ ଭାରତ

ଅର୍ଗସ ବ୍ୟୁରୋ :  ରାଞ୍ଚିରେ ଚାଲିଥିବା FIH ମହିଳା ହକି ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତର ଦମଦାର ପ୍ରଦର୍ଶନ । ଇଟାଲିକୁ ୫-୧ ଗୋଲ୍‌ ରେ ପରାସ୍ତ କଲା ଭାରତ । ଏହି ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍‌ । ଜାନୁଆରୀ ୧୮ରେ ଜର୍ମାନୀ ସହ ସେମିଫାଇନାଲ ମ୍ୟାଚ ଖେଳାଯିବ ।

ଅଧିକ ପଢନ୍ତୁ : ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ମହିଳା ହକି ଦଳର ଚମତ୍କାର ବିଜୟ

ପ୍ୟାରିସ୍ ଅଲିମ୍ପିକ୍ସ 2024 ଟିକେଟ୍ ପାଇବା ପାଇଁ ପୁଲ୍-A ଟେବୁଲ୍ ଟପ୍ପର ଜର୍ମାନୀ ସହ ସେମିଫାଇନାଲ ମ୍ୟାଚ୍‌ ଖେଳିବ ଭାରତ । ସେହିପରି ଦ୍ବିତୀୟ ସେମିଫାଇନାଲରେ ଆମେରିକାକୁ ଭେଟିବ ଜାପାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
FIH Women's Hockey: India beat Italy 5-1 | Argus News