Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଶାଖାପାଟଣାରେ ଏକ୍ସପ୍ରେସରେ ଲାଗିଲା ନିଆଁ

National

ବିଶାଖାପାଟଣାରେ ଏକ୍ସପ୍ରେସରେ ଲାଗିଲା ନିଆଁ

Swayangprajna Mishra
Browse all articles by Swayangprajna Mishra
·1 year ago
ବିଶାଖାପାଟଣାରେ ଏକ୍ସପ୍ରେସରେ ଲାଗିଲା ନିଆଁ

ଅର୍ଗସ ବ୍ୟୁରୋ : ପ୍ଲାର୍ଟଫର୍ମରେ ଛିଡା ହୋଇଥିବା ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ । କୋରବା- ବିଶାଖାପାଟଣା ଏକ୍ସପ୍ରେସର ୩ଟି ଏସି କୋଚ୍ ରେ ଲାଗିଲା ନିଆଁ । ବିଶାଖାପାଟଣା ଷ୍ଟେସନର ୪ନଂ ପ୍ଲାଟଫର୍ମରେ ଅଘଟଣ । କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ : ହାଓ୍ୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ, ହେଲ୍ପଲାଇନ୍‌ ନମ୍ବର ଜାରି

B-6, B-7, ଏବଂ M-1 ବଗି ଜଳି ଯାଇଥିବା ସୂଚନା ମିଳିଛି । ଲାଗିଥିବା ନିଆଁକୁ ତତକ୍ଷଣତ୍ ଆୟତ୍ତ କରାଯାଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fire broke out in Visakhapatnam Express | Argus News