|
logo
Live
Argus News App
GET APP

Argus News - ୱାଜିରାବାଦରେ ଅଗ୍ନିକାଣ୍ଡ : ଜଳିଗଲା ୨ଶହ କାର, ୨୫୦ ବାଇକ

National

ୱାଜିରାବାଦରେ ଅଗ୍ନିକାଣ୍ଡ : ଜଳିଗଲା ୨ଶହ କାର, ୨୫୦ ବାଇକ

Swayangprajna Mishra
Browse all articles by Swayangprajna Mishra
·2 years ago
ୱାଜିରାବାଦରେ ଅଗ୍ନିକାଣ୍ଡ : ଜଳିଗଲା ୨ଶହ କାର, ୨୫୦ ବାଇକ

ଅର୍ଗସ ବ୍ୟୁରୋ : ଦିଲ୍ଲୀ ୱାଜିରାବାଦ ପୋଲିସ ଟ୍ରେନିଂ ସ୍କୁଲରେ ଅଗ୍ନିକାଣ୍ଡ । ନିଆଁଲାଗି ଜଳିଗଲା ୨ଶହ କାର, 250ରୁ ଅଧିକ ବଇକ । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।  କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ଏହି ନିଆଁ ଭୋର ୪ଟା ସମୟରେ ଲାଗିଥିଲା ।

ଅଧିକ ପଢନ୍ତୁ : ଲୁବ୍ରିକାଣ୍ଟ ଓ ଫେବ୍ରିକେସନ ଦୋକାନରେ ଅଗ୍ନିକାଣ୍ଡ, ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ତେବେ ନିଆଁ ଲିଭେଇବାପାଇଁ ୨ ଘଣ୍ଟା ସମୟ ଲାଗିଥିବା କହିଛି ଡିଏଫଏସ ଅଫିସର । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ୱାଜିରାବାଦରେ ଅଗ୍ନିକାଣ୍ଡ : ଜଳିଗଲା ୨ଶହ କାର, ୨୫୦ ବାଇକ | Argus News