Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏନଡିଏ ସରକାରର ପ୍ରଥମ କ୍ୟାବିନେଟ ବୈଠକ ଆରମ୍ଭ

Ritu Das
Browse all articles by Ritu Das
·2 years ago
ଏନଡିଏ ସରକାରର ପ୍ରଥମ କ୍ୟାବିନେଟ ବୈଠକ ଆରମ୍ଭ

ଅର୍ଗସ ବ୍ୟୁରୋ: ମୋଦି ୩.୦ର ପ୍ରଥମ କ୍ୟାବିନେଟ ବୈଠକ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଛି କ୍ୟାବିନେଟ ବୈଠକ। ଆଜି ବୈଠକରେ ନିଆଯାଇପାରେ କୌଣସି ବଡ଼ ନିଷ୍ପତ୍ତି। କ୍ୟାବିନେଟର ସମସ୍ତ ୩୦ ମନ୍ତ୍ରୀ ଉକ୍ତ ବୈଠକରେ ସାମିଲ ଅଛନ୍ତି। 

ଏହି ବୈଠକରେ ଜେପି ନଡ୍ଡା, ଅମିତ ଶାହା ଓ ରାଜନାଥ ସିଂ ଉପସ୍ଥିତ ଅଛନ୍ତି । କେବଳ ଏମାନେ ନୁହଁନ୍ତି ବରଂ ବୈଠକରେ ସର୍ବାନନ୍ଦ ସୋନୱାଲ ଓ ଗିରିରାଜ ସିଂ ମଧ୍ୟ ଉପସ୍ଥିତ ରହିଛନ୍ତି । ଏପଟେ ଗତକାଲି ମନ୍ତ୍ରୀମଣ୍ଡଳ ଶପଥ ନେଇଥିଲେ ବି ବିଭାଗ ବଣ୍ଟନ ହୋଇନାହିଁ ତେଣୁ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ ତାହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ବଢିଛି।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
First cabinet meeting | Argus News