Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଜେପିରେ ସାମିଲ ହେଲେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ କୈଳାସ ଗେହଲଟ

Swayangprajna Mishra
Browse all articles by Swayangprajna Mishra
·1 year ago
ବିଜେପିରେ ସାମିଲ ହେଲେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ କୈଳାସ ଗେହଲଟ

ଅର୍ଗସ ବ୍ୟୁରୋ : ବିଜେପିରେ ସାମିଲ ହେଲେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ କୈଳାସ ଗେହଲଟ୍ । କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି । କୈଳାସ ଗେହଲୋଟ୍ ଦିଲ୍ଲୀରୁ ଦୁଇ ଥର ବିଧାୟକ ହେବା ସହ ଆପର ବଡ ଚେହେରା ଥିଲେ। ଗୁରୁତ୍ବପୂର୍ଣ୍ଣ ବିଭାଗ ମଧ୍ୟ ସମ୍ଭାଳିଛନ୍ତି।  ଗତକାଲି ଆପ୍‌ରୁ ଇସ୍ତଫା ଦେଇଥିବା ବେଳେ ଆଜି ବିଜେପିରେ ସାମିଲ ହୋଇଛନ୍ତି ।  

ଅଧିକ ପଢନ୍ତୁ ଭାରତ ଖବର

ସେ କହିଛନ୍ତି, ଆମ୍ ଆଦମି ପାର୍ଟିରେ ଆତ୍ମ ବିଶ୍ବାସ କମିଛି । ବିକାଶର କଥା କହୁନାହାନ୍ତି ଆମ୍ ଆଦମି ପାର୍ଟି । ଆପ୍‌ ସରକାରଙ୍କ ପରିବହନ ମନ୍ତ୍ରୀ ଥିଲେ ଗେହଲଟ । କୈଳାସଙ୍କ ପୂର୍ବରୁ ୩ ଜଣ ବଡ ଆପ୍‌ ନେତା ଆପ୍ ଛାଡିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former Delhi Minister Kailas Gehlot joined the BJP | Argus News