ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ନକ୍ସଲ
·2 years ago

ଅର୍ଗସ ବ୍ୟୁରୋ : ମହାରାଷ୍ଟ୍ରର ଗଢ଼ଚିରୋଲି ଜିଲ୍ଲାରେ ପୁଲିସର ଏନକାଉଣ୍ଟରର । ଏଥିରେ ଚାରି ଜଣ ନକ୍ସଲ ନିପାତ ହୋଇଥିବା ସୂଚନା ଦେଇଛି ପୋଲିସ । ତେବେ ନିପାତ ହୋଇଥିବା ସମସ୍ତେ ତେଲେଙ୍ଗାନା ରାଜ୍ୟ କମିଟିର ମାଓବାଦୀ ଅଟନ୍ତି । ନିପାତ ଚାରି ନକ୍ସଲଙ୍କୁ ଧରାଇଦେବାକୁ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ମହାରାଷ୍ଟ୍ର ସରକାର ।
ଅଧିକ ପଢନ୍ତୁ ଭାରତ ଖବର
ଗଢ଼ଚିରୋଲି ଏସପିଙ୍କ ସୂଚନା ଅନୁସାରେ, ଆଗାମୀ ଲୋକସଭା ନିର୍ବାଚନରେ ହମଲା କରିବା ଉଦ୍ଦେଶ୍ୟରେ ତେଲଙ୍ଗାନାରୁ କିଛି ନକ୍ସଲମାନେ ଗଢ଼ଚିରୋଲିରେ ପ୍ରବେଶ କରିଥିଲେ । ଏନେଇ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
