Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଖୁବଶୀଘ୍ର ଶେଷ ହେବ ମାଗଣା ଆଧାର ଅପଡେଟ

Swayangprajna Mishra
Browse all articles by Swayangprajna Mishra
·1 year ago
ଖୁବଶୀଘ୍ର ଶେଷ ହେବ ମାଗଣା ଆଧାର ଅପଡେଟ

ଅର୍ଗସ ବ୍ୟୁରୋ : ଖୁବଶୀଘ୍ର ଶେଷ ହେବ ମାଗଣା ଆଧାର ଅପଡେଟ । ଅନଲାଇନରେ ମାଗଣା ଆଧାର ଅପଡେଟର ଶେଷ ତାରିଖ ରହିଛି ୧୪ ଡିସେମ୍ବର । ଏହାପରେ ଆପଣକୁ ନିର୍ଦ୍ଧାରିତ ଅର୍ଥ ଦେଇ ଅପଡେଟ କରିବାକୁ ପଡିବ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପୂର୍ବରୁ ଅପଡେଟ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବର ରହିଥିଲା ।

ଅଧିକ ପଢନ୍ତୁ ଭାରତ ଖବର

ପରେ ଏହାକୁ ତିନିମାସ ବୃଦ୍ଧି କରାଯାଇଥିଲା। ଡାଟା ଅପଡେଟ ପାଇଁ ୟୁଆଇଡିଏଆଇ  ୱେବସାଇଟ uidai.gov.in ରେ ଲଗଇନ୍ କରି ହୋମ ପେଜରେ ‘ମାଇଁ ଆଧାର ପୋର୍ଟାଲକୁ ଯିବାକୁ ପଡ଼ିବ । ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରକୁ ଆସିଥିବ ଓଟିପି ବ୍ୟବହାର କରି ଲଗଇନ କରିବାକୁ ପଡ଼ିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Free Aadhaar update will end soon | Argus News