Free LPG Cylinder / ଦୀପାବଳିରେ ମାଗଣା LPG ସିଲିଣ୍ଡର ! ଜାଣନ୍ତୁ କେଉଁମାନେ ପାଇବେ ଏହି ସୁବିଧା...
·2 weeks ago·2 min read

Key Points
ଗୃହିଣୀଙ୍କ ପାଇଁ ବଡ଼ ଖୁସି ଖବର
ଦୀପାବଳିରେ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର
ଏହି ପରିବାରଙ୍କୁ ମିଳିବ ଫ୍ରି LPG ସିଲିଣ୍ଡର
ଦୀପାବଳିରେ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର
ଏହି ପରିବାରଙ୍କୁ ମିଳିବ ଫ୍ରି LPG ସିଲିଣ୍ଡର
ଦୀପାବଳି ପୂର୍ବରୁ ଗୃହିଣୀଙ୍କ ପାଇଁ ଖସି ଖବର । ମହଙ୍ଗା ଗ୍ୟାସ୍ ଦର ମଧ୍ୟରେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଯୋଗ୍ୟ ପରିବାରଙ୍କୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡରର ସୁବିଧା । ଏହା ଦ୍ୱାରା ଦୀପାବଳି ଭଳି ବଡ଼ ପର୍ବରେ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ଘରୋଇ ବଜେଟ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି ।
ଦିଲ୍ଲୀରେ କାହାକୁ ମିଳିବ ଲାଭ ?
ଦିଲ୍ଲୀ ସରକାରଙ୍କ ଘୋଷଣା ଅନୁସାରେ, ରାସନ କାର୍ଡଧାରୀ ପରିବାର ଏହି ସୁବିଧାର ଲାଭ ପାଇପାରିବେ । ଦିଲ୍ଲୀର ଯେଉଁ ପରିବାର ପାଖରେ ବୈଧ ରାସନ କାର୍ଡ ରହିଛି, ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହାର ଆଉ ଏକ ବିଶେଷ କଥା ହେଉଛି, କେବଳ LPG ସିଲିଣ୍ଡର ବ୍ୟବହାର କରୁଥିବା ପରିବାର ନୁହେଁ, PNG କନେକ୍ସନ ଥିବା ରାସନ କାର୍ଡଧାରୀଙ୍କୁ ମଧ୍ୟ ବର୍ଷକୁ ଦୁଇଥର ଆର୍ଥିକ ସହାୟତା ମିଳିବ । ଦୀପାବଳି ଏବଂ ହୋଲି ସମୟରେ ଏହି ସହାୟତା ଦିଆଯିବ ।
ଉତ୍ତରପ୍ରଦେଶରେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣା ସିଲିଣ୍ଡର
ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ପକ୍ଷରୁ ମାଗଣା LPG ରିଫିଲ୍ ଯୋଜନା ଚାଲିଆସୁଛି । ଏହି ଯୋଜନା ଅନୁସାରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ସମସ୍ତ ଯୋଗ୍ୟ ହିତାଧିକାରୀ ଦୀପାବଳି ସମୟରେ ଗୋଟିଏ ମାଗଣା ରୋଷେଇ ଗ୍ୟାସ୍ ସିଲିଣ୍ଡର ପାଇପାରିବେ । ଏହା ସହିତ ବର୍ଷକୁ ଦୁଇଥର—ହୋଲି ଏବଂ ଦୀପାବଳି ସମୟରେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣା LPG ରିଫିଲ୍ର ସୁବିଧା ଦିଆଯାଉଛି ।
କେନ୍ଦ୍ରର ଉଜ୍ଜ୍ୱଳା ଯୋଜନା କ'ଣ ?
ଗରିବ ଏବଂ ଆବଶ୍ୟକତା ଥିବା ମହିଳାମାନଙ୍କୁ ରୋଷେଇ ଇନ୍ଧନ ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ LPG ସିଲିଣ୍ଡରରେ ସବସିଡିର ସୁବିଧା ମିଳିଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିଲ୍ଲୀରେ ୧୪.୨ କିଲୋଗ୍ରାମ୍ LPG ସିଲିଣ୍ଡରର ବଜାର ଦର ଅଧିକ ଥିବାବେଳେ, ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ସବସିଡି ଯୋଗୁଁ ତୁଳନାମୂଳକ କମ୍ ଦାମରେ ସିଲିଣ୍ଡର ପାଇପାରନ୍ତି ।
ଉଜ୍ଜ୍ୱଳା ଯୋଜନା ପାଇଁ କେଉଁ ଡକ୍ୟୁମେଣ୍ଟ ଦରକାର ?
ଯଦି ଆପଣ ଉଜ୍ଜ୍ୱଳା ଯୋଜନାର ଲାଭ ନେବାକୁ ଚାହୁଁଛନ୍ତି, ତେବେ ଆବେଦନ ସମୟରେ କିଛି ଆବଶ୍ୟକୀୟ କାଗଜପତ୍ର ଦରକାର ହୋଇପାରେ । ଏଥିରେ BPL ପ୍ରମାଣପତ୍ର କିମ୍ବା SECC ତାଲିକାରେ ନାମ, ପରିଚୟପତ୍ର, ଠିକଣା ପ୍ରମାଣ, PAN କାର୍ଡ, ବ୍ୟାଙ୍କ ପାସବୁକ୍, ଜାତି ପ୍ରମାଣପତ୍ର ଏବଂ ପାସପୋର୍ଟ ସାଇଜ୍ ଫଟୋ ଭଳି ଡକ୍ୟୁମେଣ୍ଟ ଆବଶ୍ୟକ ।

Related Topics
Explore more stories