Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସରି ଆସୁଛି ଇନ୍ଧନ, ମହକାଶରୁ କେମିତି ଫେରିବେ ସୁନିତା...

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ସରି ଆସୁଛି ଇନ୍ଧନ, ମହକାଶରୁ କେମିତି ଫେରିବେ ସୁନିତା...

ଅର୍ଗସ ବ୍ୟୁରୋ : ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍‌ସ ଓ ତାଙ୍କର ସହଯୋଗୀ ବଚ୍‌ ୱିଲମୋର ପୃଥିବୀ ଫେରିବା ନେଇ ଏବେ ଘନେଇଲାଣି ବିପଦ । ସେପଟେ ସରି ଆସୁଛି ଇନ୍ଧନ । ଆମେରିକା ସ୍ପେସ୍ ଏଜେନ୍ସି ନାସା, ସୁନିତା ଓ ତାଙ୍କ ସାଥିଙ୍କ ସହ ଯୋଗାଯୋଗରେ ଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ସୁଧୁରୁନଥିବା ସୂଚନା ମିଳିଛି । ତେବେ ଜୁନ୍ ୧୪ରେ ସେମାନଙ୍କୁ ମହାକାଶରୁ ପୃଥିବୀକୁ ଫେରିବାର ଥିଲା । ହେଲେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସୁନିତା ଓ୍ବଲିୟମ୍ସ ଓ ତାଙ୍କ ସାଥି ବଜ୍ ଓ୍ବିଲମୋର ସେଠାରେ ଫସି ରହିଛନ୍ତି ।

ଅଧିକ ପଢନ୍ତୁ : ଚନ୍ଦ୍ରରୁ ଆସିଲା ୨୫ ଲକ୍ଷ ବର୍ଷ ପୁରୁଣା ପଥର ଓ ମାଟି

ଉଭୟ ଜୁନ୍ ୫ ରେ ବୋଇଂ ଷ୍ଟାରଲାଇନରର ମହାକାଶଯାନରେ ମହାକାଶକୁ ଯାଇଥିଲେ ।ଯାନ୍ତ୍ରିକ ତ୍ରୁଟିକୁ କିପରି ସୁଧାରିବେ ସେନେଇ ଚେଷ୍ଟା ଜାରି ରଖିଥିବା ବେଳେ ଏଥିରେ କୌଣସି ସୁଧାର ଦେଖାଯାଉନଥିବା ସୂଚନା ମିଳୁଛି । ଯାହାପରେ ଏବେ ସୁନିତାଙ୍କ ଫେରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fuel is running out, how will Sunita return from space | Argus News