Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ବୋରୱେଲରେ ଖସିଲା ଶିଶୁ

National

ପୁଣି ବୋରୱେଲରେ ଖସିଲା ଶିଶୁ

Jitendra Dash
Browse all articles by Jitendra Dash
·2 years ago
ପୁଣି ବୋରୱେଲରେ ଖସିଲା ଶିଶୁ

ଅର୍ଗସ ବ୍ୟୁରୋ : ପୁଣି ବୋରୱେଲରେ ଖସିଲା ଶିଶୁ । ଦେଶରେ ଦିନକୁ ଦିନ ବଢି ଚାଲିଛି ଏଭଳି ଘଟଣା । ଆଜି ପୁଣି ଗୁଜରାଟ ଦ୍ୱାରକାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦ୍ୱାରକାର ରଣ ଗାଁରେ ଅଢେଇ ବର୍ଷର ଶିଶୁ କନ୍ୟାଟି ବୋରୱେଲରେ ଖସି ପଡ଼ିଛି । ଖେଳୁଥିବା ସମୟରେ ଶିଶୁଟି ବୋରୱେଲରେ ଖସିପଡ଼ିଛି । ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିବାକୁ ଯୁଦ୍ଧାକାଳୀନ ଭିତ୍ତିରେ ପ୍ରୟାସ କରାଯାଉଛି । ତେବେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ଘଟଣାସ୍ଥଳରେ ସେନାର ଯବାନମାନେ ପହଞ୍ଚିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Girl falls into borewell in Gujarat’s Devbhumi Dwarka; Army to soon join rescue op | Argus News