Sugar Ban / ଇଥାନଲ୍ ଉତ୍ପାଦନରେ ଚିନି ବ୍ୟବହାର ବନ୍ଦ ! ମକା ଓ ଚାଉଳରୁ ତିଆରି ହେବ ଇଥାନଲ୍
·1 hour ago·2 min read

Key Points
ଇଥାନଲ୍ ଉତ୍ପାଦନରେ ଚିନି ବ୍ୟବହାର ବନ୍ଦ !
ଏବେ ମକା ଓ ଚାଉଳରୁ ତିଆରି ହେବ ଇଥାନଲ୍
କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି
ଏବେ ମକା ଓ ଚାଉଳରୁ ତିଆରି ହେବ ଇଥାନଲ୍
କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି
ନୁଆଦିଲ୍ଲୀ,୧୭/୧୦: କେନ୍ଦ୍ର ସରକାର ୨୦୨୬-୨୭ ଯୋଗାଣ ବର୍ଷ ପାଇଁ ଇଥାନଲ୍ ଉତ୍ପାଦନରେ ଚିନି ଏବଂ ଏହାର ଉପ-ଉତ୍ପାଦଗୁଡ଼ିକର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । ଦେଶରେ ଚିନିର ଘରୋଇ ଯୋଗାଣ ବୃଦ୍ଧି ଏବଂ ବର୍ଦ୍ଧିତ ମୂଲ୍ୟକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସରକାର ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି
ଶୁକ୍ରବାର ଜାରି ହୋଇଥିବା ନୂତନ ନିବିଦ୍ ଅନୁଯାୟୀ, ଚିନି ସିରପ୍ ଏବଂ ବି-ହେଭି ମୋଲାସେସ୍ ରୁ ପ୍ରସ୍ତୁତ ଇଥାନଲକୁ ସାମିଲ କରାଯାଇ ନାହିଁ । ଏବେ ଉତ୍ପାଦକମାନେ କେବଳ ମକା, ଭଙ୍ଗା ଚାଉଳ ଏବଂ ଭାରତୀୟ ଖାଦ୍ୟ ନିଗମ (FCI) ର ଅତିରିକ୍ତ ଚାଉଳରୁ ଇଥାନଲ୍ ତିଆରି କରିବାକୁ ପ୍ରସ୍ତାବ ଦେଇପାରିବେ । ସ୍ୱଳ୍ପ ବୃଷ୍ଟିପାତ କାରଣରୁ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଆଖୁ ଉତ୍ପାଦନ ହ୍ରାସ ପାଇବା ଆଶଙ୍କା ରହିଛି, ଯାହାଫଳରେ ବଜାରରେ ଚିନି ଦର ବୃଦ୍ଧି ପାଇବାରେ ଲାଗିଛି । ଭାରତ ସରକାର ଦେଶରେ ପେଟ୍ରୋଲରେ ୨୦ ପ୍ରତିଶତ ଏଥେନଲ୍ ମିଶ୍ରଣ (E20) କୁ ବାଧ୍ୟତାମୂଳକ କରିଛନ୍ତି, ଯାହା ଦ୍ୱାରା ଅଶୋଧିତ ତୈଳ ଆମାଦାନୀ ହ୍ରାସ ପାଇବା ସହ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରିବ । ଚିନି ବ୍ୟବହାର ବନ୍ଦ ହେଲେ ମଧ୍ୟ ଏହି ଲକ୍ଷ୍ୟକୁ ବଜୟ ରଖିବା ପାଇଁ ବିକଳ୍ପ ଶସ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।
ପଢନ୍ତୁ ଏହି ଖବର: ଏଥର ଜଳିବ ୩୦ ଫୁଟ୍ର କକ୍ରୋଚ୍, ଜାଣନ୍ତୁ କାହିଁକି
କାହିଁକି ନିଆଗଲା ଏହି ନିଷ୍ପତ୍ତି?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦେଶର ପ୍ରମୁଖ ଆଖୁ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଆଖୁ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ରହିଛି। ଆଖୁ ଉତ୍ପାଦନ କମିଲେ ଚିନି ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇପାରେ। ଏହାର ପ୍ରଭାବ ବଜାରରେ ଚିନିର ଉପଲବ୍ଧତା ଓ ମୂଲ୍ୟ ଉପରେ ପଡ଼ିବାର ସମ୍ଭାବନା ରହିଛି।
ଏଭଳି ପରିସ୍ଥିତିରେ ଇଥାନଲ୍ ଉତ୍ପାଦନ ପାଇଁ ଚିନି ଏବଂ ଏହାର ଉପ-ଉତ୍ପାଦର ବ୍ୟବହାର ସୀମିତ କରି ସରକାର ଘରୋଇ ବଜାରରେ ଚିନି ଯୋଗାଣକୁ ପ୍ରାଥମିକତା ଦେବାକୁ ଚାହୁଁଛନ୍ତି। ତେବେ ଏହି ନିଷ୍ପତ୍ତି ଫଳରେ ଚିନି ଦର କେତେ ମାତ୍ରାରେ ନିୟନ୍ତ୍ରିତ ହେବ, ତାହା ଉତ୍ପାଦନ, ଚାହିଦା ଓ ଯୋଗାଣ ଉପରେ ନିର୍ଭର କରିବ।

Related Topics
Explore more stories