Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୁଇ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ

National

ଦୁଇ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ

Jitendra Dash
Browse all articles by Jitendra Dash
·2 years ago·1 min read
ଦୁଇ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ

ଅର୍ଗସ ବ୍ୟୁରୋ : କମିଲା ତେଲ ଦର । ଦୁଇ ଟଙ୍କା ଶସ୍ତା ହେଲା ପେଟ୍ରୋଲ ଡିଜେଲ ଦର । ଦେଶରେ ପେଟ୍ରୋଲ ଡିଜେଲ ଦର ଦୁଇ ଟଙ୍କା ହ୍ରାସ ପାଇଛି । ଆସନ୍ତାକାଲି ସକାଳୁ ଲାଗୁ ହବ ନୂଆ ଦର । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଜନସାଧାରଣଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଆସନ୍ତାକାଲି ସକାଳ ୬ଟାରୁ ସାରା ଦେଶରେ ଏହି ନୂଆ ଦର ଲାଗୁ ହେବ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Ministry of Petroleum and Natural Gas #MoPNG (@PetroleumMin) March 14, 2024

କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସୂଚନା ଦେଇଛନ୍ତି । କୋଟି କୋଟି ଭାରତୀୟଙ୍କ ହିତ ସାଧନ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେଟ୍ରୋଲ-ଡିଜେଲରେ ଦରରେ ୨ ଟଙ୍କା ହ୍ରାସ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ରାଜସ୍ଥାନ ସରକାରଙ୍କ ତରଫରୁ ମଧ୍ୟ ପେଟ୍ରୋଲ-ଡିଜେଲ ଦର ହ୍ରାସ ଘୋଷଣା କରାଯାଇଥିଲା ।

ଅଧିକ ପଢନ୍ତୁ ଭାରତ ଖବର

Sponsored
Govt slashes petrol, diesel prices by Rs 2 per litre ahead of LS polls | Argus News