ଯିଏ ଜନତାକୁ ଲୁଟିଛି, ତାକୁ ସବୁକିଛି ଫେରାଇବାକୁ ପଡ଼ିବ : ମୋଦିଙ୍କ ଗ୍ୟାରେଣ୍ଟି
·2 years ago·1 min read

ଅର୍ଗସ ବ୍ୟୁରୋ : ବୁଧବାର ଠାରୁ ଟଙ୍କା ଗଣିଗଣି ନାକେଦମ ହେଲେଣି ଅଧିକାରୀ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବୁଧବାର ଦିନ ୩ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦୦କୋଟି ନଗଦ ଟଙ୍କା ଜବତ ହୋଇଥିଲା ।
देशवासी इन नोटों के ढेर को देखें और फिर इनके नेताओं के ईमानदारी के 'भाषणों' को सुनें... 😂😂😂
जनता से जो लूटा है, उसकी पाई-पाई लौटानी पड़ेगी, यह मोदी की गारंटी है।
❌❌❌💵 💵 💵❌❌❌ pic.twitter.com/O2pEA4QTOj
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Narendra Modi (@narendramodi) December 8, 2023
ଓଡ଼ିଶାରେ ଜବତ ୨୦୦ କୋଟି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ । ଦେଶବାସୀ ଏହି ବିଡା ବିଡା ନୋଟକୁ ଦେଖନ୍ତୁ ଏବଂ ଏମାନଙ୍କ ନେତାଙ୍କ ସଚ୍ଚୋଟତାକୁ ନେଇ ଦେଉଥିବା ଭାଷଣ ଶୁଣନ୍ତୁ । ଯିଏ ଜନତାକୁ ଲୁଟିଛି, ତାକୁ ସବୁକିଛି ଫେରାଇବାକୁ ପଡ଼ିବ । ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ଟ୍ବିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ।