Argus News - ଆସିଲା ଶ୍ରୀ ରାମଲାଲାଙ୍କ ଗର୍ଭଗୃହର ପ୍ରଥମ ଫଟୋ
ଆସିଲା ଶ୍ରୀ ରାମଲାଲାଙ୍କ ଗର୍ଭଗୃହର ପ୍ରଥମ ଫଟୋ
By: Swayangprajna Mishra
National, Devotion| Sat, Dec 9 | 4:10 am
![ଆସିଲା ଶ୍ରୀ ରାମଲାଲାଙ୍କ ଗର୍ଭଗୃହର ପ୍ରଥମ ଫଟୋ](/_next/image?url=https%3A%2F%2Fd1ttqxosekmk9r.cloudfront.net%2Fposts%2Fargusnews-thum-a5da2cfc-c95e-455b-854d-4fad4424d18f.jpg&w=2048&q=75)
ଅର୍ଗସ ବ୍ୟୁରୋ : ଭଗବାନ ଶ୍ରୀ ରାମଲାଲାଙ୍କ ଗର୍ଭଗୃହ ଆସିଲା ପ୍ରଥମ ଫଟୋ | ଗର୍ଭ ଗୃହ ଆଲୋକୀକରଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି | ସୋସିଆଲ ମିଡ଼ିଆ ମାଧ୍ୟ୍ୟମରେ ଫଟୋ ଶେୟାର କଲେ ଶ୍ରୀରାମ ଜନ୍ମଭୂମି ତ୍ରୀର୍ଥକ୍ଷେତ୍ର କାର୍ଯ୍ୟଳୟର ସାଧାରଣ ସମ୍ପାଦକ ଚମ୍ପତ ରାୟ। ଆସନ୍ତା ଜାନୁଆରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବ।
ଅଧିକ ପଢନ୍ତୁ : ଅଯୋଧ୍ୟା ବ୍ରହ୍ମା କୁଣ୍ଡର ଟେଣ୍ଟ ସିଟିରେ ଶ୍ରୀରାମ ‘ଚରଣ ପାଦୁକା’ ସ୍ଥାପନ
ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ନଗରୀ । ଅଯୋଧ୍ୟା ନଗରୀକୁ ତ୍ରେତୟା ଭଳି ସଜାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଅଯୋଧ୍ୟାର ବ୍ରହ୍ମା ନଗରୀର ଟେଣ୍ଟ ସିଟିରେ ପ୍ରଭୁ ଶ୍ରୀରାମଙ୍କ "ଚରଣ ପାଦୂକା" ସ୍ଥାପନ କରାଯାଇଛି । ତେବେ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ମନ୍ଦିରର ଗର୍ଭଗୃହର ପ୍ରଥମ ଫଟୋ ଏବେ ସୋସିଆଲମିଡିଆରେ ପୋଷ୍ଟ କରାଯାଇଛି।
Sponsored By!
No ad found
Related Articles :