Videos
|
National

ବାଂଲାଦେଶରେ ହିନ୍ଦୁ ଅତ୍ୟାଚାରକୁ ନେଇ ବିଭିନ୍ନ ଦେଶରେ ହିନ୍ଦୁ ବିକ୍ଷୋଭ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ବାଂଲାଦେଶରେ ହିନ୍ଦୁ ଅତ୍ୟାଚାରକୁ ନେଇ ବିଭିନ୍ନ ଦେଶରେ ହିନ୍ଦୁ ବିକ୍ଷୋଭ

ଅର୍ଗସ ବ୍ୟୁରୋ :  ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ବ୍ରିଟେନ୍ ରୁ ଆମେରିକାରେ ପ୍ରବଳ ବିକ୍ଷୋଭ । ହିନ୍ଦୁ ମାନଙ୍କ ଉପରେ ହେଉଥିବା ହିଂସାକୁ ବିରୋଧ କରି ଆମେରିକାର ହ୍ବାଇଟ ହାଉସ୍ ସମ୍ମୁଖରେ ବାଂଗଲାଦେଶର ହିନ୍ଦୁ କମୁନିଟିର ଲୋକମାନେ ଆନ୍ଦୋଳନ କରିଥିଲେ । ବାଂଗଲାଦେଶରେ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବାକୁ ଦାବି କରାଜାଇଛି । ବିକ୍ଷୋଭକାରୀ ମାନେ ହାତରେ ସେଭ୍ ହିନ୍ଦୁ । ଲେଖାଥିବା ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିଲେ । 

ଅଧିକ ପଢନ୍ତୁ : ହାସିନାଙ୍କୁ ସଟ୍‌ ପଡିଲା ଟଙ୍କା, ଜରୁରୀ ଜିନିଷ କିଣିଲେ ହାସିନା

ସେହିପରି ଲଣ୍ଡନ ରେ ମଧଯ ବାଂଗଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ହଉଥିବା ହିଂସାକୁ ନେଇ ସେଠାରେ ରହୁଥିବା ହିନ୍ଦୁ କମୁନିଟି ପକ୍ଷରୁ ପ୍ରଦର୍ଶନ କରାଜାଇଛି । ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାଇ ଆସିବା ପରେ ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଆକ୍ରମଣ କରାଯାଉଛି । ଯାହାକୁ ନେଇ ବିଶ୍ବର ବିଭିନ୍ନ ଦେଶର ଏହାର ବିରୋଧ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Hindu protests in different countries regarding Hindu oppression in Bangladesh | Argus News