Love Marriage Ban / ଏହି ଗାଁରେ ପ୍ରେମ ବିବାହ ନିଷେଧ, ଜାଣନ୍ତୁ କାହିଁକି ଗାଁ ଲୋକେ ନେଇଛନ୍ତି ଏପରି ନିଷ୍ପତ୍ତି
·1 hour ago·2 min read

Key Points
ଆମ ଦେଶରେ ଅଛି ଏପରି ଏକ ଗାଁ,
ଯେଉଁଠି ପ୍ରେମ ବିବାହ ସମ୍ପୂର୍ଣ୍ଣ ନିଷେଧ
ଯଦି କେହି ଏପରି କରେ ତାହେଲେ କଣ ହୁଏ ?
ଯେଉଁଠି ପ୍ରେମ ବିବାହ ସମ୍ପୂର୍ଣ୍ଣ ନିଷେଧ
ଯଦି କେହି ଏପରି କରେ ତାହେଲେ କଣ ହୁଏ ?
ଚଣ୍ଡିଗଡ଼: ଭାରତରେ ଏକାଧିକ ଧର୍ମର ଲୋକେ ବସବାସ କରନ୍ତି । ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ନିୟମ, ଚାଲିଚଳଣି ରହିଥାଏ । ଆମ ଦେଶର ଉତ୍ତରାଞ୍ଚଳ ରାଜ୍ୟରେ ଏପରି ଏକ ଗାଁ ଅଛି ଯେଉଁଠି ପ୍ରେମ ବିବାହ କରିବା ସମ୍ପୂର୍ଣ୍ଣ ନିଷେଧ । ଏହି ଆଧୁନିକ ଯୁଗରେ ମଧ୍ୟ ଏଠାକାର ଲୋକେ ଏହି ନିୟମକୁ ପାଳନ କରିବାକୁ ବାଧ୍ୟ । ତେବେ ଏହା ପଛର କାରଣ କଣ ? ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ ।
- ହରିୟାଣାରେ ଅଛି ଏପରି ଗାଁ
- କାହିଁକି ନିଷ୍ପତ୍ତି ନିଆଗଲା ?
- କଣ କହିଲେ ସରପଞ୍ଚ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଦେଶର ପ୍ରଥମ ଗାଁ; ଯେଉଁଠୁ ସ୍ୱାର୍ଗଯାତ୍ରା କରିଥିଲେ ପାଣ୍ଡବ, ବର୍ଷକୁ ୬ ମାସ ପାଇଁ ହୋଇଯାଏ ନିର୍ଜନ
- ନିଜ ଜୀବନସାଥୀ ନିଜେ ବାଛିହେବ କି ନାହିଁ ?
Related Topics
Explore more stories