HIV Positive Blood Donor / ରକ୍ତ ଦେଇ ୬ଶିଶୁଙ୍କୁ କରିଥିଲା HIV ପଜିଟିଭ୍; ବିତିଲାଣି ୬ମାସ, ଏବେ ବି ମିଳୁନି ପତ୍ତା
·4 hours ago·2 min read

Key Points
ଥାଲାସେମିଆ ଶିଶୁଙ୍କୁ ରକ୍ତ ଦେଇ କରିଥିଲା HIV ସଂକ୍ରମିତ
ଏବେ ବି ମିଳୁନି ରକ୍ତଦିଆ HIV ସଂକ୍ରମିତ ଦାତାର ପତ୍ତା
ଏବେ ବି ମିଳୁନି ରକ୍ତଦିଆ HIV ସଂକ୍ରମିତ ଦାତାର ପତ୍ତା
ମଧ୍ୟପ୍ରଦେଶ ସତନା ଜିଲ୍ଲାରେ ଗତ ୬ ମାସ ପୂର୍ବେ ଘଟିଥିଲା ଭୟଙ୍କର ଘଟଣା । ଜଣେ HIV ସଂକ୍ରମିତ ରକ୍ତ ଦେଇ ୭ଜଣ ଥାଲାସେମିଆ ଶିଶୁଙ୍କୁ ଏଚଆଇଭି ପଜିଟିଭ୍ କରିଥିଲା । ଏବେ ଏହି ଘଟଣାକୁ ୬ ମାସ ବିତିଯାଇଥିଲେ ସୁଦ୍ଧା ଶିଶୁଙ୍କ ଶରୀରରେ ରକ୍ତ ଦ୍ଵାରା ଭାଇରସ ଛାଡ଼ିଥିବା ସମ୍ଭାବ୍ୟ ଏକାଧିକ ରକ୍ତଦାତାଙ୍କ ଏଯାଏଁ ପତ୍ତା ମିଳୁନାହିଁ, ଯାହାକି ଏକ ଚିନ୍ତାଜନକ ସାର୍ବଜନୀନ ସ୍ଵାସ୍ଥ୍ୟ ସଙ୍କଟରେ ପରିଣତ ହୋଇଛି । ଅନ୍ୟପଟେ ମୂଳ ଏଚଆଇଭି ସଂକ୍ରମିତ ବିଷୟରେ ବି ଜଣାପଡ଼ିନାହିଁ ।
ଏହି ମାରାତ୍ମକ ଭାଇରସରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ଯଦି ଶୀଘ୍ର ଚିହ୍ନଟ ନ କରାଯାଏ, ତେବେ ଏଚଆଇଭି ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । ତଦନ୍ତକାରୀ ଦଳ ଗତ ୫ ମାସ ହେଲାଣି, ସନ୍ଦିଗ୍ଧ ରକ୍ତଦାତାଙ୍କୁ ଖୋଜିବାରେ ଲାଗିଛି, ହେଲେ ଏଯାବତ ବିଫଳ ରହିଛି । ମଧ୍ୟପ୍ରଦେଶ ସରକାର ମେ ୫ ତାରିଖରେ ଯାଞ୍ଚ ପ୍ରକ୍ରିୟାକୁ ଆହୁରି ତ୍ଵରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ମିଶାଇ ଏକ ମିଳିତ ଟିମ ବି ଗଠନ କରାଯାଇଛି ।
ପଢନ୍ତୁ ଏହି ଖବର: ୭ ବର୍ଷିୟ ଶିଶୁ କେମିତି ହେଲେ HIV ପଜିଟିଭ୍ ? ସନ୍ଦେହ ଘେରରେ ବ୍ଲଡ୍ ବ୍ୟାଙ୍କ୍

- ୧୯୬ ଲୋକଙ୍କ ତାଲିକା ପ୍ରସ୍ତୁତ
ପଢନ୍ତୁ ଏହି ଖବର: ୭ ବର୍ଷିୟ ଶିଶୁ କେମିତି ହେଲେ HIV ପଜିଟିଭ୍ ? ସନ୍ଦେହ ଘେରରେ ବ୍ଲଡ୍ ବ୍ୟାଙ୍କ୍
- ନକଲି ପରିଚୟ ଦେଇ ରକ୍ତଦାନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories