Bitchart app ban / ବ୍ୟାନ୍ ସତ୍ତ୍ୱେ କିପରି ପ୍ଲେ ଷ୍ଟୋର୍ରୁ ଡାଉନଲୋଡ୍ ହେଉଛି ବିଟ୍ ଚ୍ୟାଟ୍ ଆପ୍?
·1 hour ago·2 min read

Key Points
କେନ୍ଦ୍ର ସରକାରଙ୍କ ଏକ ସଂଗଠନ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛି। ହେଲେ ତଥାପି ଏପରି ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର ଠାରେ ଉପଲବ୍ଧ ହେଉଛି ଏବଂ ଏହାକୁ ଡାଉନଲୋଡ୍ ଏବଂ ଇନଷ୍ଟଲ୍ କରାଯାଇପାରିବ।
Bitchart app Download & Install: NEET ପେପର ଲିକ୍ ମାମଲାକୁ ନେଇ ଚର୍ଚ୍ଚାକୁ ଆସିଥିଲା "ବିଟ୍ଚ୍ୟାଟ୍" ନାମକ ଏକ ଛୋଟ ଚାଟ୍ ଆପ୍। ଏହି ଚର୍ଚ୍ଚିତ ଆପ୍ ଏବେ ସୁରକ୍ଷା ଏଜେନ୍ସି ଲାଗି ଚିନ୍ତାର କାରଣ ପାଲଟି। କାରଣଛି ମୋବାଇଲ୍ ନେଟ୍ୱର୍କ ଅବରୋଧିତ ହେଲେ କିମ୍ବା ଇଣ୍ଟରନେଟ୍ ସେବା ବନ୍ଦ ହୋଇଗଲେ ମଧ୍ ୧୫୦-୨୦୦ ମିଟର ପରିସର ମଧ୍ୟରେ ବ୍ଲୁଟୁଥ୍ ମେସେଜିଂ କରିବାକୁ ଅନୁମତି ଦେଇଥାଏ ଏହି ଚାଟ୍ ଆପ୍ "ବିଟ୍ ଚ୍ୟାଟ୍"।
ଏକ କେନ୍ଦ୍ର ସରକାରଙ୍କ ସଂସ୍ଥା ଏହି ଆପ୍କୁ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି। ହେଲେ ଏହା ସତ୍ତ୍ୱେ, ଏହା ଗୁଗୁଲ ପ୍ଲେ ଷ୍ଟୋର (Google Play Store) ଠାରେ ଉପଲବ୍ ହେଉଛି। ଏହାକୁ "ଡାଉନଲୋଡ୍" କରାଯିବା ସହ "ଇନଷ୍ଟଲ" (Download & Install) ମଧ୍ୟ କରାଯାଇ ପାରିବ। ହେଲେ ବ୍ୟାନ୍ କରାଯିବା ସତ୍ତ୍ୱେ କିପରି ଏହି ଆପ୍ ଗୁଗୁଲ ପ୍ଲେ ଷ୍ଟୋର୍ ଠାରେ ଉପଲବ୍ଧ ହେଉଛି। ଏହି ଆପ୍କୁ ନିଷେଧ କରିବା କାହିଁକି କଷ୍ଟକର ଏବଂ ଏହାର ସମାଧାନ କ’ଣ?
ଏହା ସହ ପଢନ୍ତୁ: ହ୍ୱାଟ୍ସଆପ୍-ଟେଲିଗ୍ରାମର ନୂତନ ଫିଚର ଉପରେ ସରକାରଙ୍କ ନଜର; ୨୦ ଦିନ ମଧ୍ୟରେ ଆସିପାରେ ବଡ଼ ନିଷ୍ପତ୍ତି
ଏନେଇ ଜଣେ ସାଇବର ବିଶେଷଜ୍ଞଙ୍କ କହିବା କଥା ଯେ, GitHub ଏକ ମାଇକ୍ରୋସଫ୍ଟ ପ୍ଲାଟଫର୍ମ (Micosoft Platform) ଯେଉଁଠାରେ ଡେଭଲପର୍ସ (Developers) ସେମାନଙ୍କର "Repositories" ଠାରେ ଗଚ୍ଛିତ ରଖିଥାନ୍ତି। "ବିଟ୍ ଚ୍ୟାଟ୍" ହେଉଛି ଏପରି ଏକ ଛୋଟ ଚାଟ୍ ଆପ୍ (Chat App) ଯାହା ବ୍ଲୁଟୁଥ୍ (Bluetooth) ମାଧ୍ୟମରେ ୱୟାରଲେସ୍ ମେସେଜିଂ (Wireless Messaging) ସେବା ପ୍ରଦାନ କରେ। ଯାହା ମାଧ୍ୟମରେ ୧୫୦-୨୦୦ ମିଟର ଦୂରତା ମଧ୍ୟରେ ଥିବା ଲୋକଙ୍କ ସହିତ ଚାଟିଂ ଏବଂ ଫଟୋ-ଭିଡିଓ ସେୟାରିଂ କରାଯାଇ ପାରିବ।
ଯଦି ଚାଟ୍ ଆରମ୍ଭ କରିଥିବା ବ୍ୟକ୍ତି ଆପ୍ ଡିଲିଟ୍ (App Delete) କରିଦିଅନ୍ତି, ତାହେଲେ ସମସ୍ତ ଡାଟା ଡିଲିଟ୍ (Data Delete) ହୋଇଯାଏ ଏବଂ ଏହାର କୌଣସି ଡିଜିଟାଲ୍ ପ୍ରଣାଣ (Digital Footprint) ରହେ ନାହିଁ। ଇଣ୍ଟରନେଟ୍ ରେ ଏପରି ଅନେକ ଆପ୍ ଉପଲବ୍ଧ ରହିଛି ଏବଂ ଯେକେହି ChatGPT ମାଧ୍ୟମରେ ଏହାର କୋଡ୍ (App Souce Code) ପାଇବା ପରେ ଏପରି ଏକ ଆପ୍ ବିକଶିତ (App Developing) କରିପାରିବେ। ଯଦିଓ I4C ଏକ ଚିଠି ଲେଖିଛି, ହେଲେ ତଥାପି ତଥାପି ଅନ୍ୟାନ୍ୟ "ଆପ୍ ସୋର୍ସ କୋଡ୍" ଏବଂ "Repositories" ଉପଲବ୍ଧ ରହିଛି। ଏହାକୁ ନିୟନ୍ତ୍ରଣ କରିବା ଆଇନ ପ୍ରବର୍ତ୍ତନ ସଂସ୍ଥା ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡ଼ିଛି। ୟୁଜର ନିଜେ ଏହି ଦାୟିତ୍ୱ ବହନ କରିବାକୁ ପଡିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Bitchat app Google Play Store downloadWhy is Bitchat app still available after banHow to download Bitchat app in IndiaBitchat app Play Store ban bypassBitchat Bluetooth messaging app downloadIndia government Bitchat app ban reasonOff-grid Bluetooth chat app download Play StoreBitchat APK download Google Play StoreHow offline messaging apps work during internet shutdownJack Dorsey Bitchat app ban news India