IRCTC reservation chart online / ଯାତ୍ରୀଙ୍କୁ ଖାଲି ସିଟ୍ ପାଖରେ ପହଞ୍ଚାଇବ IRCTC; ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
·2 hours ago·3 min read

Key Points
ଯାତ୍ରୀଙ୍କ ସୁବିଧା ପାଇଁ, IRCTC ଏକ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିଥାଏ। ଯାହା ଯାତ୍ରୀଙ୍କୁ ଚଳାନ୍ତା ଟ୍ରେନ୍ ରେ ଖାଲି ସିଟ୍ ଖୋଜିବାରେ ସାହାଯ୍ୟ କରିବ। ଆପଣ ରେଳ ନିୟମ ଅନୁସାରେ TTE ଦ୍ୱାରା ଆବଣ୍ଟିତ ଏହି ଖାଲି ସିଟ୍ ପାଇବା ସହ ଆରାମରେ ଯାତ୍ରା କରିପାରିବେ।
how to check vacant seats in train: ଏଣିକି ଯାତ୍ରା ବେଳେ ଯାତ୍ରୀଙ୍କୁ ଟ୍ରେନ୍ ରେ ଖାଲିଥିବା ସିଟ୍ ପାଖରେ ପହଞ୍ଚାଇବ ଆଇଆରସିଟିସି (IRCTC)। ଖାଲି ସିଟ୍ ପାଇବା ପାଇଁ ଆପଣଙ୍କୁ ଆଉ ଟିଟିଇ ପଛରେ ବୁଲିବାକୁ ପଡ଼ିବ ନାହିଁ। ରେଳ ଯାତ୍ରା କରୁଥିବା ଅନେକ ଲୋକ ନିଜ ଯୋଜନା ଅନୁଯାୟୀ ଟ୍ରେନ ଟିକେଟ୍ ବୁକିଂ କରିଥାନ୍ତି। ଆଉ କେତେବେଳେ ସେମାନଙ୍କୁ ଅଚାନକ ଯାତ୍ରା କରିବାକୁ ପଡ଼ିଥାଏ। ଏଭଳି ପରିସ୍ଥିତିରେ, ସେମାନଙ୍କ ଟ୍ରେନ ଟିକେଟ୍ ବୁକିଂ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଏ। ଏପରିକି ସେମାନଙ୍କୁ ୱେଟିଂ ଲିଷ୍ଟ ସହିତ ଯାତ୍ରା କରିବାକୁ ପଡ଼ିଥାଏ। ଅନେକ ଲୋକ ଖାଲି ସିଟ୍ ଖୋଜିବା ପାଇଁ ଚିଟିଇ (TTE) ପଛରେ ଧାଇଁଥାନ୍ତି। ହେଲେ ବେଳ ବେଳେ ଯାତ୍ରୀଙ୍କୁ ସିଟ୍ ମିଳେ ନାହିଁ। ହେଲେ କ'ଣ ଆପଣ ଜାଣିଛନ୍ତି, IRCTC ର ଏକ ସ୍ୱତନ୍ତ୍ର Feature ରହିଛି, ଯାହା ଆପଣଙ୍କ ପାଇଁ ଚଳନ୍ତା ଟ୍ରେନ୍ ରେ ଖାଲି ସିଟ୍ ଖୋଜିବାରେ ସହାୟତା କରିବ। ଆପଣ TTE ସହିତ କଥା ହୋଇ ଏହି ସିଟ୍ ଆପଣଙ୍କ ଲାଗି ବୁକ୍ କରିପାରିବେ।
ଆଇଆରସିଟିସି ଚାର୍ଟ ଭ୍ୟାକାନ୍ସି ଫିଚର (IRCTC Chart Vacancy Feature)
ଏହି IRCTC Feature କୁ Chart Vacancy Feature କୁହାଯାଏ। ଏହି ଫିଚର୍ ଆପଣଙ୍କୁ ଚଳନ୍ତା ଟ୍ରେନ୍ ରେ କେତେ ଖାଲି ସିଟ୍ ଉପଲବ୍ଧ ରହିଛି ତାହା ଜାଣିବାକୁ ଅନୁମତି ଦେଇଥାଏ। ଏହା ଏକ ଅନଲାଇନ୍ ଏବଂ ଲାଇଭ୍ ରିଜର୍ଭେସନ୍ ଚାର୍ଟ (IRCTC Online & Live Reservation Chart) ପ୍ରଦାନ କରିଥାଏ। ଯାହାକୁ ଲୋକେ ଅନ୍ତିମ ଟ୍ରେନ ସିଟ୍ ଚାର୍ଟ (Final Train Seat Chart) ପ୍ରସ୍ତୁତ ହେବା ପରେ ଦେଖିପାରିବେ। ଏହା କେଉଁ ବଗିରେ କେଉଁ ସିଟ୍ ଏବଂ ବର୍ଥ ଖାଲି ରହିଛି ସେ ବିଷୟରେ ଲାଇଭ୍ ସୂଚନା (Live Info on Empty Train Seats) ପ୍ରଦାନ କରିଥାଏ। ଯଦି ଆପଣଙ୍କ ପାଖରେ ଏକ ୱେଟିଂ ଲିଷ୍ଟ ଟିକେଟ୍ (Waiting List Ticket) ରହିଛି, ତାହେଲେ ଆପଣ ଏହି ଫିଚର ବ୍ୟବହାର କରି ଏକ ଖାଲି ସିଟ୍ ଖୋଜିପାରିବେ। ଏହା ପରେ ଆପଣ TTE ସହାୟତାରେ ଏହି ସିଟ୍ ଆପଣଙ୍କ ବୁକ୍ କରିପାରିବେ।
ଏହା ସହ ପଢନ୍ତୁ: ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ; ଠକେଇକୁ ରୋକିବ AI-OTP
ଖାଲି ସିଟ୍ ପାଇବାର ସମ୍ପୂର୍ଣ୍ଣ ପ୍ରକ୍ରିୟା କ'ଣ?
ପ୍ରଥମେ IRCTC Official Website ପରିଦର୍ଶନ କରନ୍ତୁ କିମ୍ବା Rail Connect App ଖୋଲନ୍ତୁ।
ଏହା ପରେ, Home Page ଠାରେ ରହିଥିବା Charts/Vacancy ଉପରେ Click କରନ୍ତୁ।
ଏହା ପରେ ଆପଣଙ୍କ Screen ରେ Reservation Chart Page ଖୋଲିବ।
ଏହି Page ରେ, ଟ୍ରେନ୍ ନମ୍ବର, ଯାତ୍ରା ତାରିଖ ଏବଂ Boarding ଷ୍ଟେସନ୍ ନାଁ ଲେଖନ୍ତ ଏବଂ Get Train Chart ଉପରେ Click କରନ୍ତୁ।
ଏହି Chart ଆପଣଙ୍କ Screen ରେ ଏକ Class wise Layout Chart ଖୋଲିଯିବ।
ଏବେ ଆପଣ କେଉଁ ପ୍ରକାରର Coach ଯୋଗେ ଯାତ୍ରା କରିବେ ତାହା ଚୟନ କରନ୍ତୁ। ଏହା ପରେ ଆପଣ, ଆପଣଙ୍କ ସାମ୍ନାରେ ଖାଲି ସିଟ୍ର ଏକ ସମ୍ପୂର୍ଣ୍ଣ ତାଲିକା ଦେଖିବାକୁ ପାଇବେ।
ଏହା ପରେ ଆପଣ ଆପଣଙ୍କ ପସନ୍ଦର ଖାଲି ସିଟ୍ ନମ୍ବର ଏବଂ Coach Note କରିନିଅନ୍ତୁ ଏବଂ ତୁରନ୍ତ TTE ସହିତ ଯୋଗାଯୋଗ କରନ୍ତୁ। ନିୟମ ଅନୁଯାୟୀ, TTE ପ୍ରଥମେ ଆସନ୍ତୁ, ପ୍ରଥମେ ପାଆନ୍ତୁ ଆଧାରରେ ସିଟ୍ ଆବଣ୍ଟିତ କରିବେ। ଏହି ସମୟ ମଧ୍ୟରେ TTE Wait List Ticket ପାଇଁ ଭଡ଼ା ସଂଗ୍ରହ କରିବା ପରେ ଏକ ରସିଦ୍ ଜାରି କରିବେ। ଏହା ପରେ ଆପଣ ଆପଣଙ୍କ ସିଟ୍ରେ ବସି ଆପଣଙ୍କ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
IRCTC reservation chart onlinehow to check vacant seats in trainfind empty train seats onlineIRCTC current booking statuscheck train seat availability after chart preparationhow to find empty train berths without TTEIRCTC ticket booking tips and tricksstep by step guide to use IRCTC charts featurebook vacant train seat after train departs