Hydrogen Train / ଗଡ଼ିବ ହାଇଡ୍ରୋଜେନ ଟ୍ରେନ,ଏହା କେବେ ଏବଂ କେଉଁଠି ଚାଲିବ?
·3 months ago·2 min read

Key Points
ଭାରତରେ ଗଡ଼ିବ ହାଇଡ୍ରୋଜେନ ଟ୍ରେନ
ପ୍ରଥମ ସ୍ୱଦେଶୀ ହାଇଡ୍ରୋଜେନ୍ ଟ୍ରେନକୁ ମଞ୍ଜୁରୀ
ଏହି ଟ୍ରେନ୍ ଖୁବ୍ ଶୀଘ୍ର ଜିନ୍ଦ-ସୋନିପତ ରେଳ ସେକ୍ସନରେ ଚାଲିବ
ପ୍ରଦୂଷଣ ମୁକ୍ତ, ସର୍ବାଧିକ ଗତି ଘଣ୍ଟା ପ୍ରତି ୭୫ କିମି ହେବ

ନୁଆଦିଲ୍ଲୀ,୨୮/୦୫: ଦେଶରେ ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ କରିବ। ଭାରତୀୟ ରେଳପଥ ଦ୍ବାରା ଅନୁମୋଦିତ ଏହି ଟ୍ରେନ୍ରେ ୧୦ଟି କୋଚ୍ ଓ ୧୨୦୦ କିଲୋୱାଟ୍ ବିଶିଷ୍ଟ ଇଞ୍ଜିନ୍ ରହିଛି, ଯାହାକି ଜିନ୍ଦ୍-ସୋନିପତ ସେକ୍ସନରେ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ଚାଲିବ। ସ୍ବଚ୍ଛ ଓ ସ୍ଥାୟୀ ପରିବହନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ଭାରତୀୟ ରେଳ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଚାଳିତ ରେଳଗାଡ଼ି ଚଳାଇବାକୁ ଅନୁମୋଦନ କରିଛି। ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ପ୍ରଯୁକ୍ତିବିଦ୍ୟା ଉଦ୍ଯାନ ବ୍ୟବହାର କରି ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନ କରେ। ଏହି ପ୍ରକ୍ରିୟାରେ କେବଳ ଜଳୀୟ ବାଷ୍ପ ନିର୍ଗତ ହୁଏ। ତେଣୁ ଏହା ପାରମ୍ପରିକ ଜୀବାଶ୍ମ ଇନ୍ଧନ-ଆଧାରିତ ରେଳ ବ୍ୟବସ୍ଥାର ଏକ ସ୍ୱଚ୍ଛ ବିକଳ୍ପ ଭାବରେ କାର୍ଯ୍ୟ କରେ।
ଜର୍ମାନୀ, ଜାପାନ, ଚୀନ୍, ଆମେରିକା ପରି ଦେଶରେ ଏବେ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ କରୁଛି। ହରିୟାଣାର ଜିନ୍ଦ-ସୋନିପତ ସେକ୍ସନକୁ ଏହି ରେଳ ଚାଳନା ପାଇଁ ପାଇଲଟ୍ ରୁଟ୍ ଭାବରେ ଚୟନ କରାଯାଇଛି। ଏହାକୁ ସହଜ କରିବାକୁ ଜିନ୍ଦରେ ଏକ ସ୍ୱଦେଶୀ ଭାବେ ବିକଶିତ ହାଇଡ୍ରୋଜେନ୍ ଭଣ୍ଡାର ଓ ଇନ୍ଧନ ପୁନଃଭରଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ପେଟ୍ରୋଲିୟମ୍ ଓ ବିସ୍ଫୋରକ ସୁରକ୍ଷା ସଂଗଠନ(ପିଇଏସ୍ଓ) ଏହି ସ୍ଥାନରେ କମ୍ପ୍ରେସ୍ଡ ହାଇଡ୍ରୋଜେନ୍ ଗ୍ୟାସ୍ର ସଂରକ୍ଷଣ ଓ ବଣ୍ଟନ ପାଇଁ ଆବଶ୍ୟକ ଲାଇସେନ୍ସ ପ୍ରଦାନ କରିଛି। ନିର୍ଭରଯୋଗ୍ୟ ଓ ତ୍ରୁଟିମୁକ୍ତ ଚାଳନା ସୁନିଶ୍ଚିତ କରିବାକୁ ଆବଶ୍ୟକୀୟ ବୈଷୟିକ ସହାୟତା ଓ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ସହିତ ଇନ୍ଧନ ପାଇଁ ଏକ ହାଇଡ୍ରୋଜେନ୍ କମ୍ପ୍ରେସର ବ୍ୟବସ୍ଥା ଯୋଗାଇ ଦିଆଯାଇଛି।
ପଢନ୍ତୁ ଏହି ଖବର: 2027ରେ ଉଦଘାଟନ ହେବ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ,ଓଡିଶା ଦେଇ 500 ନୂଆ ଟ୍ରେନ ଚଳାଇବାକୁ ଲକ୍ଷ୍ୟ
ଜରୁରିକାଳୀନ ପରିସ୍ଥିତିର ମୁକାବିଲା କରିବାକୁ ଏକ ପୃଥକ କମ୍ପ୍ରେସର ୟୁନିଟ୍ ପ୍ରସ୍ତୁତ ରଖାଯାଇଛି। ଉଦ୍ଯାନ ଲିକ୍ ଓ ଅଗ୍ନିକାଣ୍ଡ ଚିହ୍ନଟ କରିବାକୁ ଉଦ୍ଯାନ ଉତ୍ପାଦନ, ସଂରକ୍ଷଣ ଓ ବଣ୍ଟନ କେନ୍ଦ୍ରରେ ସ୍ଥାପିତ ବିଭିନ୍ନ ସୁରକ୍ଷା ସେନ୍ସରଗୁଡ଼ିକର ନିୟମିତ ପରିଦର୍ଶନ କରାଯିବ। ହାଇଡ୍ରୋଜେନ୍ ରିଫ୍ୟୁଏଲିଂ ପ୍ରଣାଳୀର ୨୪ ଘଣ୍ଟିଆ ତଦାରଖ, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ତାଲିମପ୍ରାପ୍ତ ଓ ପ୍ରମାଣିତ କର୍ମଚାରୀଙ୍କ ନିୟୋଜନ, ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ ସମୟସୂଚୀ କାର୍ଯ୍ୟକାରୀ କରିବା ସହ ବ୍ୟାପକ ସୁରକ୍ଷା ଏବଂ କାର୍ଯ୍ୟକ୍ଷମ ପ୍ରୋଟୋକଲ୍ର କଠୋର ପାଳନକୁ ବାଧ୍ୟତାମୂଳକ କରାଯାଇଥିବା ରେଳପଥ ପକ୍ଷରୁ କୁହାଯାଇଛି।
ବିଶ୍ୱର ବହୁତ କମ୍ ଦେଶରେ ହାଇଡ୍ରୋଜେନ ଟ୍ରେନ ବ୍ୟବସ୍ଥା ଅଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶ୍ୱର ବହୁତ କମ୍ ଦେଶ ବର୍ତ୍ତମାନ ହାଇଡ୍ରୋଜେନ୍-ଆଧାରିତ ରେଳ ପ୍ରଣାଳୀ ପରିଚାଳନା କରୁଛନ୍ତି କିମ୍ବା ପରୀକ୍ଷଣ କରୁଛନ୍ତି। ଜର୍ମାନୀ, ଜାପାନ, ଚୀନ୍ ଏବଂ ଆମେରିକା ଭଳି ଦେଶଗୁଡ଼ିକୁ ଅନୁସରଣ କରି, ଭାରତ ଏବେ ଏହି ଦିଗରେ ଆଗେଇ ଆସିଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଏହି ପ୍ରକଳ୍ପ ସଫଳ ହୁଏ, ତେବେ ଆଗାମୀ ବର୍ଷଗୁଡ଼ିକରେ ଅନେକ ଅଣ-ବିଦ୍ୟୁତିକୃତ ଭାରତୀୟ ରେଳପଥ ରୁଟରେ ଡିଜେଲ ଇଞ୍ଜିନକୁ ହାଇଡ୍ରୋଜେନ୍ ଟ୍ରେନ୍ ବଦଳାଇ ପାରିବ।
Related Topics
Explore more stories