Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ବିଟ କରି ନିଜ ସଂଘର୍ଷ କାହାଣୀ ଲେଖିଲେ IAS ଟପ୍ପର ଆଦିତ୍ୟ ଶ୍ରୀବାସ୍ତବ

National

ଟ୍ବିଟ କରି ନିଜ ସଂଘର୍ଷ କାହାଣୀ ଲେଖିଲେ IAS ଟପ୍ପର ଆଦିତ୍ୟ ଶ୍ରୀବାସ୍ତବ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଟ୍ବିଟ କରି ନିଜ ସଂଘର୍ଷ କାହାଣୀ ଲେଖିଲେ IAS ଟପ୍ପର ଆଦିତ୍ୟ ଶ୍ରୀବାସ୍ତବ

ଅର୍ଗସ ବ୍ୟୁରୋ :  ଟୁଇଟ ମାଧ୍ୟମରେ ପ୍ରତିକ୍ରିୟା ଦେଲେ ଆଦିତ୍ୟ ଶ୍ରୀବାସ୍ତବ । ବର୍ଷ ବର୍ଷ ସଂଘର୍ଷର ସଫଳତା ଏମିତି ମିଳେ ବୋଲି ସେ ଉଲ୍ଲେଖ କରିଛନ୍ତି । ୨୦୧୭ ମସିହାରୁ ଆରମ୍ଭ କରିଥିଲେ UPSCର ପ୍ରସ୍ତୁତି। ୨୦୨୧ରେ ଅଲ ଇଣ୍ଡିଆ ୪୮୫ରାଙ୍କ ପାଇଥିଲେ ଏବେ ୨୦୨୪ରେ ସର୍ବଶ୍ରେଷ୍ଠ ଅର୍ଥାତ ଅଲ ଇଣ୍ଡିଆ ରାଙ୍କ ୧ ପାଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । 

ଅଧିକ ପଢନ୍ତୁ : UPSC ରେଜଲ୍ଟ ; ଦ୍ବିତୀୟ ସ୍ଥାନରେ ଓଡିଆ ପୁଅ ଅନିମେଶ

ଆଜି UPSC IAS ରେଜଲ୍ଟ ପ୍ରକାଶ ପାଇଛି । ପ୍ରଥମ ସ୍ଥାନରେ ଆଦିତ୍ୟ ଶ୍ରୀବାସ୍ତବ । ଦ୍ବିତୀୟ ସ୍ଥାନରେ ଓଡିଆ ପୂଅ ଅନିମେଶ ପ୍ରଧାନ । ତୃତୀୟ ରାଙ୍କରେ ରହିଛନ୍ତି ଡି. ଅନନ୍ୟା ରେଡ୍ଡୀ । ୧୦୧୬ ଜଣ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆର୍ଥିକ ପଛୁଆ ବର୍ଗରେ ୧୧୫ ଜଣ ରହିଛନ୍ତି । ସାଧାରଣ ବର୍ଗରେ ୩୪୭ପଛୁଆ ବର୍ଗରେ ୩୦୩, ଅନୁସୂଚିତ ଜାତି ବର୍ଗରେ ୧୬୫, ଅନୁସୂଚିତ ଜନଜାତି ବର୍ଗରେ ୮୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IAS topper Aditya Srivastava shared his struggle story on Twitter | Argus News