Videos
|
National

ନିର୍ବାଚନୀ ବଣ୍ଡ ଉପରେ କଟକଣା ଲଗାଇଲା ସୁପ୍ରିମକୋର୍ଟ

Swayangprajna Mishra
Browse all articles by Swayangprajna Mishra
·2 years ago
ନିର୍ବାଚନୀ ବଣ୍ଡ ଉପରେ କଟକଣା ଲଗାଇଲା ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ବଣ୍ଡ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ନିର୍ବାଚନୀ ବଣ୍ଡ ଉପରେ ଲାଗିଲା କଟକଣା । ଏହି ବଣ୍ଡ ବ୍ୟବସ୍ଥାକୁ ଅସାମ୍ବିଧାନିକ କହିବା ସହ ତୁରନ୍ତ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ବେଞ୍ଚ ଆଜି ଏହି ରାୟ ଶୁଣାଇଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର

କୋର୍ଟ କହିଛନ୍ତି ଯେ, ନିର୍ବାଚନୀ ବଣ୍ଡ ସୂଚନା ଅଧିକାରର ଉଲ୍ଲଂଘନ ଅଟେ । ରାଜନୈତିକ ଦଳ ପାଇଁ ଡୋନେସନ୍ ଅର୍ଥ କେଉଁଠୁ ଆସୁଛି ଏସବୁ  ଜାଣିବାର ଅଧିକାର ଦେଶର ନାଗରିକଙ୍କର ରହିଛି। ଏହା ସହ ବଣ୍ଡ୍ କିଣିବାବାଲାଙ୍କ ଲିଷ୍ଟକୁ ମଧ୍ୟ ସାର୍ବଚନୀନ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି  ସର୍ବୋଚ୍ଚ ନ୍ୟାୟାଳୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India’s Supreme Court scraps electoral bonds | Argus News