Bullet Train Expansion / ୨ ଘଣ୍ଟାରେ ଲକ୍ଷ୍ନୌରୁ ଦିଲ୍ଲୀ; ଦେଶରେ ଆଉ ୭ ନୂଆ ହାଇ ସ୍ପିଡ୍ କରିଡରକୁ ମଞ୍ଜୁରୀ
·2 months ago·2 min read

Key Points
ଦେଶରେ ଆଉ ନୂଆ ୭ଟି ମାର୍ଗରେ ବୁଲେଟ୍ ଟ୍ରେନ ହାଇ ସ୍ପିଡ୍ କରିଡର ନିର୍ମାଣ ପାଇଁ ଅନୁମୋଦନ ମିଳିଛି । ଏହା ଅଧିନରେ ଦିଲ୍ଲୀରୁ ବାରଣାସୀ ଏକ ହାଇ ସ୍ପିଡ୍ କରିଡର ହେବ । ଯେଉଁଥିରେ ବୁଲେଟ୍ ଟ୍ରେନ୍ ମାତ୍ର ୨ ଘଣ୍ଟାରେ ଦିଲ୍ଲୀରୁ ଲକ୍ଷ୍ନୌ ପହଞ୍ଚି ଯିବ ।
ନୂଆଦିଲ୍ଲୀ: ଦେଶର ଆଗାମୀ ବର୍ଷ ମଧ୍ୟ ଭାଗ ଆଡ଼କୁ ଚାଲିବ ପ୍ରଥମ ବୁଲେଟ୍ ଟ୍ରେନ୍ । ମୁମ୍ବାଇରୁ ଅହମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ୍ ଚଲାବା ନେଇ କାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ଦେଶରେ ଆଉ ନୂଆ ୭ଟି ମାର୍ଗରେ ବୁଲେଟ୍ ଟ୍ରେନ ହାଇ ସ୍ପିଡ୍ କରିଡର ନିର୍ମାଣ ପାଇଁ ଅନୁମୋଦନ ମିଳିଛି ।
ଏହା ଅଧିନରେ ଦିଲ୍ଲୀରୁ ବାରଣାସୀ ଏକ ହାଇ ସ୍ପିଡ୍ କରିଡର ହେବ । ଯେଉଁଥିରେ ବୁଲେଟ୍ ଟ୍ରେନ୍ ମାତ୍ର ୨ ଘଣ୍ଟାରେ ଦିଲ୍ଲୀରୁ ଲକ୍ଷ୍ନୌ ପହଞ୍ଚି ଯିବ । ସେହିଭଳି ଦିଲ୍ଲୀରୁ ବାରଣାସୀ ମାତ୍ର ୩ ଘଣ୍ଟା ୧୫ ମିନିଟ୍ ସମୟ ଲାଗିବ । ଟ୍ରେନ୍ର ସର୍ବାଧିକ ସ୍ପିଡ ଘଣ୍ଟା ପ୍ରତି ୩୫୦ କିଲୋମିଟର ରହିବ ।
ଏଥିସହ ପଢ଼ନ୍ତୁ: ଆଉ ନାହିଁ ନିସ୍ତାର; ବଢିଲା ଜୋରିମାନା, ଏବେ କେତେ ଦେବାକୁ ପଡ଼ିବ ଫାଇନ୍
ସେହିଭଳ ମୁମ୍ବାଇରୁ ଅହମଦାବାଦ (୧ ଘଣ୍ଟା ୫୭ ମିନିଟ୍), ମୁମ୍ବାଇରୁ ପୁଣେ (୪୮ ମିନିଟ୍), ବେଙ୍ଗାଳୁରୁରୁ ଚେନ୍ନାଇ (୭୩ ମିନିଟ୍), ବେଙ୍ଗାଳୁରୁରୁ ହାଇଦ୍ରାବାଦ (୨ ଘଣ୍ଟା ୧୦ ମିନିଟ୍), ପୁଣେରୁ ହାଇଦ୍ରାବାଦ (୨ ଘଣ୍ଟା ୮ ମିନିଟ୍), ଦିଲ୍ଲୀରୁ ଲକ୍ଷ୍ନୌ (୨ ଘଣ୍ଟା), ଦିଲ୍ଲୀରୁ ବାରଣାସୀ (୩ ଘଣ୍ଟା ୧୫ ମିନିଟ୍), ଦିଲ୍ଲୀରୁ ସିଲିଗୁଡ଼ି (୬ ଘଣ୍ଟା) ସମୟ ଲାଗିବ ।
ଏହି ୭ଟି ନଆ ରୁଟ୍ରେ ହାଇ ସ୍ପିଡ୍ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ । ଦିଲ୍ଲୀରୁ ବାରଣାସୀ ରୁଟ୍ର ଲମ୍ବା ପ୍ରାୟ ୮୧୨ କିଲୋମିଟର ରହିବ । ଯେଉଁଠି ବୁଲେଟ୍ ଟ୍ରେନ୍ ଘଣ୍ଟା ପ୍ରତି ସର୍ବାଧିକ ୩୫୦ କିଲୋମିଟର ବେଗରେ ଦୌଡ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଏହି ୭ ନୂଆ କରିଡର ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଅନୁସାରେ, ମୁମ୍ବାଇରୁ ପୁଣେ ୧୭୦ କିଲୋମିଟର ଯାତ୍ରା ମାତ୍ର ୪୮ ମିନିଟ୍ ସମୟ ନେବ । ପୁଣେରୁ ହାଇଦ୍ରାବାଦ ୫୦୦ କିଲୋମିଟର ରାସ୍ତାକୁ ୨ ଘଣ୍ଟା ଲାଗିବ ।
ସେହିଭଳି ଲକ୍ଷ୍ନୌରୁ ଅଯୋଧ୍ୟା କରିଡର୍ ୧୨୪ କିଲୋମିଟରର ହେବ । ଦିଲ୍ଲୀରୁ ବାରଣସୀ ରୁଟ୍ର ବୁଲେଟ୍ ଟ୍ରେନ୍ ପାଇଁ ଉତ୍ତରପ୍ରଦେଶର ଅନେକ ସହରରେ ଷ୍ଟେସନ ରହିବ । ଦିଲ୍ଲୀ, ନୋଏଡ଼ା, ମଥୁର, ଆଗ୍ରା, ଇଟାୱା, କନ୍ନୌଜ, ଲକ୍ଷ୍ନୌ, ଅଯୋଧ୍ୟା, ରାଏବରେଲି, ପ୍ରୟାଗରାଜ, ବାରଣାସୀରେ ଷ୍ଟେସନ ପ୍ରସ୍ତାବ ରହିଛି ।
ବୁଲେଟ୍ ଟ୍ରେନ୍ ପାଇଁ ଜାପାନର ସହାୟତା
ସୂଚନାଯୋଗ୍ୟ, ମୁମ୍ବାଇ-ଅହମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ହେଉଛି ଭାରତର ପ୍ରଥମ ହାଇ ସ୍ପିଡ୍ ରେଳ ପ୍ରକଳ୍ପ । ୫୦୮ କିଲୋମିଟ ଲମ୍ବର ଏହି ପ୍ରକଳ୍ପ ଲାଗି ୨୦୧୭ ସେପ୍ଟେମ୍ବରରେ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ।
ଏଥିସହ ପଢ଼ନ୍ତୁ: ନାଥୁଲାରୁ କୈଳାସ ମାନସରୋବର ଯାତ୍ରା; ତିବ୍ଦତରେ ପହଞ୍ଚିଲା ପ୍ରଥମ ତୀର୍ଥଯାତ୍ରୀ ଦଳ
ଏହି ପ୍ରକଳ୍ପ ଜାପାନର ଶିଙ୍କାସେନ୍ସ ଜ୍ଞାନକୌଶଳରେ ଓ ଆର୍ଥିକ ସହାୟତାରେ ନିର୍ମାଣ ହେଉଛି । ପ୍ରାଥମିକ ପର୍ଯ୍ୟାୟରେ ଏହା ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଥିଲା । କିନ୍ତୁ ମହାରାଷ୍ଟ୍ରରେ ଜମି ଅଧିଗ୍ରହଣ ଓ ଅନ୍ୟ ଅନୁମତିରେ ବିଳମ୍ବ ପାଇଁ ପ୍ରକଳ୍ପ ସରିନି । ଏବେ ଦ୍ରୁତଗତିରେ ନିର୍ମାଣ ଚାଲିଛି ।

ରେଳ ମନ୍ତ୍ରଣାଳୟ ଅନୁସାରେ, ଗୁଜରାଟର ଅନେକ ଅଞ୍ଚଳରେ ଟ୍ରାକ୍, ଷ୍ଟେସନ ଓ ବାୟାଡକ୍ଟ କାର୍ଯ୍ୟ ଜୋରସୋରରେ ଚାଲିଛି । ୨୦୨୭ ଅଗଷ୍ଟ ୧୫ ସୁଦ୍ଧା ଭାରତକୁ ପ୍ରଥମ ବୁଲେଟ୍ ଟ୍ରେନ୍ ମିଳିବାର ସମ୍ଭାବନା ରହିଛି । ପ୍ରଥମ ପର୍ଯ୍ୟାୟରେ ସୁରତରୁ ବିଲିମୋରା ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ୍ ଚାଲିବ ୨୦୨୮-୨୯ ସୁଦ୍ଧା ମୁମ୍ବାଇକୁ ଯୋଡ଼ିବା ସମ୍ଭାବନା ରହିଛି ।
Related Topics
Explore more stories