Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆବୁଧାବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

National

ଆବୁଧାବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Jitendra Dash
Browse all articles by Jitendra Dash
·2 years ago
ଆବୁଧାବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ : ଆବୁଧାବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । UAEରେ ଭାରତୀୟ ବଂଶୋଦ୍ଭବକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ଅହଲାନ ମୋଦି କାର୍ଯ୍ୟକ୍ରମରେ ଭାରତର ପାରଦର୍ଶିତା ବଖାଣିଲେ । ବିଭିନ୍ନ କ୍ଷେତ୍ରରେ ଦେଶର ପ୍ରତିଷ୍ଠା ନେଇ ବିସ୍ତୃତ ତଥ୍ୟ ରଖିଲେ । 

ଅଧିକ ପଢନ୍ତୁ ବିଦେଶ ଖବର

ଭାରତ-UAE ବନ୍ଧୁତା ଆଜି ସାରା ବିଶ୍ୱକୁ ପ୍ରଭାବିତ କରିଛି । ୩ୟ ଟର୍ମରେ ବିଶ୍ୱରେ ୩ୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର ହେବା ନେଇ ଗ୍ୟାରେଣ୍ଟି ଦେଇଛନ୍ତି ମୋଦି । ୟୁଏଇରେ UPI ଆରମ୍ଭ ହେବାକୁ ଯାଉଛି, ଆଦାନପ୍ରଦାନ ସହଜ ହେବ ବୋଲି କହିଛନ୍ତି ମୋଦି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
India, UAE relations reaching unprecedented heights, says PM at ‘Ahlan Modi’ event | Argus News