Videos
|
National

୨୩ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

Swayangprajna Mishra
Browse all articles by Swayangprajna Mishra
·2 years ago
୨୩ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ଅର୍ଗସ ବ୍ୟୁରୋ :  ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତ । ଆରବ ସାଗରରେ ୨୩ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତ । ସୋମାଲିଆ ଲୁଟେରାଙ୍କ କବଳରୁ ପାକିସ୍ତାନୀଙ୍କୁ ଉଦ୍ଧାର କରାଯାଇଛି । ଭାରତୀୟ ନୌସେନାଙ୍କ ପାଖରେ ଆତ୍ମସମର୍ପଣ କଲେ ଲୁଟେରା । ମତ୍ସ୍ୟଜୀବୀଙ୍କ ଜାହାଜରେ ଥିଲେ ଲୁଟେରା ।

ଅଧିକ ପଢନ୍ତୁ ଭାରତ ଖବର

ଇରାନ ଜାହାଜକୁ ମଧ୍ୟ ଉଦ୍ଧାର କଲା ଭାରତ । ଦୀର୍ଘ ୧୨ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲେ ପାକ୍ ନାଗରିକ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Indian Navy rescued 23 Pakistani nationals | Argus News