ଭାରତର ବଡ ବିଜୟ , କାତାରରୁ ମୁକୁଳିଲେ ୮ ନ୍ୟାଭି ଭେଟେରାନ
·2 years ago

ଅର୍ଗସ ବ୍ୟୁରୋ : ୮ ନ୍ୟାଭି ଭେଟେରାନ୍ କାତାରରୁ ମୁକ୍ତ । ମୁକ୍ତ ୮ ଜଣଙ୍କ ମଧ୍ଯରୁ ୭ ଜଣ ଭାରତରେ ପହଞ୍ଚିଲେ । ଗୁପ୍ତଚର କାର୍ଯ୍ୟ ମାମଲାରେ ସେମାନଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା । ଅପିଲ୍ ପରେ ସେମାନଙ୍କ ଦଣ୍ଡ କୋହଳ କରାଯାଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର
ଦ୍ବିପାକ୍ଷିକ ଆଲୋଚନା ପରେ ସେମାନଙ୍କୁ ମୁକ୍ତି ମିଳିଥିଲା । କାତାର ସରକାରଙ୍କୁ କୃତଜ୍ଞତା ଜଣାଇଲେ ଭାରତ ସରକାର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: