Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜିଏସଟି ଆଦାୟରେ ରେକର୍ଡ ବୃଦ୍ଧି

National

ଜିଏସଟି ଆଦାୟରେ ରେକର୍ଡ ବୃଦ୍ଧି

Jitendra Dash
Browse all articles by Jitendra Dash
·2 years ago
ଜିଏସଟି ଆଦାୟରେ ରେକର୍ଡ ବୃଦ୍ଧି

ଅର୍ଗସ ବ୍ୟୁରୋ : ପ୍ରକାଶ ପାଇଛି ୨୦୨୪ ଫେବୃଆରୀ ମାସର ଜିଏସଟି ଆଦାୟ ରିପୋର୍ଟ । ଫେବୃଆରୀ ମାସରେ ୧୨.୫ ପ୍ରତିଶତ ବଢିଛି ଜିଏସଟି ଆଦାୟ । ଏହି କ୍ରମରେ ଫେବୃଆରୀ ମାସରେ ମୋଟ ୧ ଲକ୍ଷ ୬୮ ହଜାର ୩୩୭ କୋଟି ଟଙ୍କା ଆଦାୟ କରାଯାଇଛି । 

ଅଧିକ ପଢନ୍ତୁ ଭାରତ ଖବର

ଅର୍ଥ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଜିଏସଟି କଲେକସନ ରିପୋର୍ଟ ମୁତାବକ ମୋଟ ୧.୬୮ କୋଟିରୁ ଅଧିକ ଜିଏସଟି ଆଦାୟ ହୋଇଛି । ଫେବୃଆରୀ ୨୦୨୩ ତୁଳନାରେ ଏହା ୧୨.୫ ପ୍ରତିଶତ ଅଧିକ । ଜିଏସଟି ଆଦାୟର ଏଭଳି ବୃଦ୍ଧି ଭିତରେ ଘରୋଇ କାରବାରରୁ ଜିଏସଟି ଆଦାୟ ୧୩.୯ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ଦ୍ରର୍ବ୍ୟର ଆମଦାନୀ ଉପରେ ଜିଏସଟି ଆଦାୟ ୮.୫ ପ୍ରତିଶତ ବୃଦ୍ଧି ପାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India's GST collection increases 12.5% to Rs 1.68 lakh crore in February | Argus News