Videos
|
National

ମିଳିତ ଜାତିସଂଘରେ ପାକିସ୍ତାନକୁ  ନେଇ ପୁଣି ଭାରତର କଡ଼ା ଆଭିମୁଖ୍ୟ

Swayangprajna Mishra
Browse all articles by Swayangprajna Mishra
·1 year ago
ମିଳିତ ଜାତିସଂଘରେ ପାକିସ୍ତାନକୁ  ନେଇ ପୁଣି ଭାରତର କଡ଼ା ଆଭିମୁଖ୍ୟ

ଅର୍ଗସ ବ୍ୟୁରୋ : ମିଳିତ ଜାତିସଂଘରେ ପାକିସ୍ତାନକୁ  ନେଇ ପୁଣି ଭାରତର କଡ଼ା ଆଭିମୁଖ୍ୟ। ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ସିଧାସଳଖ ପାକିସ୍ତାନଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି, ସଫଳ ହେବ ନାହିଁ ପାକିସ୍ତାନର ସୀମାପାର ଆତଙ୍କ ନୀତି। ପଡ଼ୋଶୀ ଦେଶକୁ ଛାଡ଼ିବାକୁ ହେବ ଆତଙ୍କବାଦର ହାତ। ଏପରି ନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।

ଅଧିକ ପଢନ୍ତୁ : ପୁଣି ବିଳିବିଳାଇଲାଣି : ପାକିସ୍ତାନ ମିଳିତ ଜାତିସଂଘରେ ଉଠାଇଲା କାଶ୍ମୀର ପ୍ରସଙ୍ଗ

ଦୁଇ ଦେଶ ଭିତରେ ଏବେ କେବଳ ଗୋଟିଏ ପ୍ରସଙ୍ଗ ରହିଛି। ୟାହା ହେଉଛି ପାକିସ୍ତାନକୁ ଖାଲି କରିବାକୁ ହେବ ବେଆଇନ ଭାବେ ଦଖଲ କରିଥିବା ଭାରତର ଭୂମି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India's tough stance against Pakistan in the United Nations | Argus News