Videos
|
National

ସୂର୍ଯ୍ୟଙ୍କ ଫଟୋ କଏଦ କଲା ଆଦିତ୍ୟ ଏଲ୍‌୧, ସୂଚନା ଦେଲା ଇସ୍ରୋ

Jitendra Dash
Browse all articles by Jitendra Dash
·2 years ago·1 min read
ସୂର୍ଯ୍ୟଙ୍କ ଫଟୋ କଏଦ କଲା ଆଦିତ୍ୟ ଏଲ୍‌୧, ସୂଚନା ଦେଲା ଇସ୍ରୋ

ଅର୍ଗସ ବ୍ୟୁରୋ : ସୂର୍ଯ୍ୟଙ୍କ ଫଟୋ କଏଦ କଲା ଆଦିତ୍ୟ ଏଲ୍‌୧। ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍‌୧ରେ ଲାଗିଥିବା ପେଲୋଡ୍‌ ସୁଟ୍‌ ସୂର୍ଯ୍ୟଙ୍କ ଫଟୋ ଉତ୍ତୋଳନ କରିଛି । ଇସ୍ରୋ ଶୁକ୍ରବାର ଏହି ସୂଚନା ଦେଇଛି । ଇସ୍ରୋ ନିଜର ଅଫିସିଆଲ୍‌ ‘ଏକ୍ସ’ ହ୍ୟାଣ୍ଡେଲ୍‌ରୁ ଏକ ପୋଷ୍ଟରେ କହିଛି ଯେ ‘ସୁଟ୍ ପେଲୋଡ୍ ଅଲଟ୍ରାଭାଓଲେଟ୍ ୱେଭ ଲେନ୍ଥସ୍‌ ନିକଟରେ ସୂର୍ଯ୍ୟଙ୍କର ପୂର୍ଣ୍ଣ ଡିସ୍କ ଇମେଜ୍‌ କଏଦ କରିଛି ।

ଅଧିକ ପଢନ୍ତୁ ଭାରତ ଖବର

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶନର ଉଦ୍ଦେଶ୍ୟ ହେଉଛି ପୃଥିବୀଠାରୁ ପ୍ରାୟ ୧.୫ ମିଲିୟନ୍ କିଲୋମିଟର ଦୂରରେ ଥିବା ଲଙ୍ଗ ରେଞ୍ଜ ପଏଣ୍ଟ ୧ର ହାଲୋ କକ୍ଷପଥରେ ନିଜକୁ ପ୍ରତିଷ୍ଠିତ କରିବା । ଲଙ୍ଗ୍ରେଞ୍ଜ୍ ପଏଣ୍ଟଗୁଡିକ ସ୍ପେସର ଏକ ସ୍ଥାନ ଯେଉଁଠାରେ ଯେତେବେଳେ କିଛି ରଖାଯାଏ ଏହାକୁ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖାଯାଇପାରିବ । ବୈଜ୍ଞାନିକ ଜୋସେଫ ଲୁଇ ଲାଗ୍ରେଞ୍ଜଙ୍କ ନାମରେ ଏହି ପଏଣ୍ଟଗୁଡ଼ିକର ନାମକରଣ କରାଯାଇଛି । 
 

ISRO’s solar probe clicks crucial Sun images for solar radiation hazard study | Argus News