Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲକୁ ବଡ଼ ସଫଳତା, ଧରାପଡ଼ିଲା ଆତଙ୍କୀ ଜାଭେଦ

National

ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲକୁ ବଡ଼ ସଫଳତା, ଧରାପଡ଼ିଲା ଆତଙ୍କୀ ଜାଭେଦ

Jitendra Dash
Browse all articles by Jitendra Dash
·2 years ago
ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲକୁ ବଡ଼ ସଫଳତା, ଧରାପଡ଼ିଲା ଆତଙ୍କୀ ଜାଭେଦ

ଅର୍ଗସ ବ୍ୟୁରୋ : ଦିଲ୍ଲୀ ପୋଲିସର ସ୍ପେସାଲ ସେଲକୁ ବଡ଼ ସଫଳତା । ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଆତଙ୍କୀ ଜାଭେଦ ଅବମ୍ମଦ ମଟ୍ଟୁକୁ ଗିରଫ କରିଛି ସ୍ପେସାଲ ସେଲ୍ । ଆତଙ୍କୀ ମଟ୍ଟୁ ଉପରେ ୧୦ ଲକ୍ଷ ଟଙ୍କାର ଇନାମ୍ ଘୋଷଣା ହୋଇଥିଲା । 

ଅଧିକ ପଢନ୍ତୁ ଭାରତ ଖବର

ଆତଙ୍କୀ ଜାଭେଦକୁ ଏନଆଇଏ ମଧ୍ୟ ଖୋଜୁଥିଲା । ଜାଭେଦ କାଶ୍ମୀର ଘାଟିର ଟପ୍-୧୦ ଆତଙ୍କୀଙ୍କ ମଧ୍ୟରୁ ଜଣେ । ମଟ୍ଟୁ ଥରେ ପାକିସ୍ତାନ ମଧ୍ୟ ଯାଇ ସାରିଛି । ମଟ୍ଟୁ ଜମ୍ମୁ-କାଶ୍ମୀର ସୋପୋର ଅଞ୍ଚଳର । ଜମ୍ମୁ-କାଶ୍ମୀରର ଅନେକ ଆତଙ୍କୀ ଆକ୍ରମଣରେ ମଟ୍ଟୁର ସମ୍ପୃକ୍ତି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Javed Ahmed Matto, wanted Hizbul Mujahideen terrorist, nabbed in Delhi | Argus News